ଫାଇନାନ୍ସ କମ୍ପାନୀ ବସିଲା ମଲା ଲୋକ ଦୁଆରେ, ପଡୋଶୀ ବାନ୍ଧିଲେ କିସ୍ତି ! Finance Recovery agents, Keonjhar.

ଘରୋଇ ଋଣ ପ୍ରଦାନ କାରି ସଂସ୍ଥା ଏବେ ପାଲଟିଛି ମୃତ୍ୟୁର ସୌଦାଗର। ଲୋଭରେ ଋଣ କରି ସୁଝି ନପାରି ଜୀବନ ହାରୁଛନ୍ତି ମହିଳା। କିଛି ଦିନ ଭିତରେ ଜଣକର ଜୀବନ ଯାଇଥିବା ବେଳେ ଅନ୍ୟ କେତେଜଣ ଏବେ ମେଡିକାଲ ରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି। Fi