ଫିଲ୍ମ ଷ୍ଟାଇଲରେ ଜଙ୍ଗଲରେ ପଶି ଗଂଜେଇ ଜବତ କଲା ପୋଲିସ...୩ କୋଟି ଟଙ୍କାରୁ ଉର୍ଦ୍ଧ ଗଂଜେଇ ଚଡି ଦୌଡିଲେ ମାଫିଆ...

ବୌଦ୍ଧ ଜିଲ୍ଲାରେ ଗୋପନୀୟ ସୂଚନା ଆଧାରରେ ପୋଲିସ ଚଢାଉ କରି କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ କରୁଥିବା ବେଳେ ଏହା ପଛରେ ପ୍ରଚ୍ଛନ୍ନ ହାତଥିବା ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହେଉନଥିବାରୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । #boud