ଫୁଡ ବ୍ଲଗରଙ୍କ ଶେଷ ଭିଡିଓ ଭାଇରାଲ: ହଠାତ ସୋନାଲିଙ୍କ ଝୁଲନ୍ତା ମୃତଦେହ ମିଳିଲା ପରେ ବଢ଼ିଲା ସନ୍ଦେହ

କନକ ବ୍ୟୁରୋ: ଫୁଡ ବ୍ଲଗରଙ୍କ ଶେଷ ଭିଡିଓ । ସାମ୍ନାକୁ ଆସିଛି ସଂଘମିତ୍ରା ପରିଡାଙ୍କ ଶେଷ ଭିଡିଓ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ସଂଘମିତ୍ରାଙ୍କ କେକ୍ ବନାଇବାର ଭିଡିଓ । ୨୫ ଡିସେମ୍ବର ଖ୍ରୀଷ୍ଟମାସ୍‌ ପାଇଁ କେକ୍ ପ୍ରସ୍ତୁତ କରିଥିଲେ ସଂଘମିତ୍ରା । ଖ୍ରୀଷ୍ଟମାସରେ କିଭଳି ପ୍ରଥମ ଥର କେକ୍ ବନାଇଥିଲେ ତାହାର ଭିଡିଓ ଏବେ ବାଇରାଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓ ଏବେ ନିଆଁ ଭଳି ଭାଇରଲ ହେଉଛି ଓ ଭୁବନେଶ୍ୱରରେ ଫୁଡ ବ୍ଲଗର ସୋନାଲି ସଂଘମିତ୍ରା ପରିଡ଼ାଙ୍କ ମୃତ୍ୟୁ ରହସ୍ୟ ଘଟଣାଟି ଏବେ ନୂଆମୋଡ଼ ନେଇଛି ଓ ନିୟୁ ଇଅର ପାଇଁ ୩୧ ତାରିଖରେ ଛୁଟିରେ ଯିବା ପାଇଁ ବିଲଡର କମ୍ପାନୀକୁ ଆବେଦନ କରିଥିଲେ ସୋନାଲି ଓ ହେଲେ ତାଙ୍କୁ ଛୁଟି ପାଇଁ ଅନୁମତି ମିଳିଥିଲା। ମୃତ୍ୟୁ ଦିନ ସେଠାରେ ଉପସ୍ଥିତ ଥିବା ହଷ୍ଟେଲ ୱାର୍ଡେନ ଓ ମାଲିକଙ୍କ କଥାରେ ତାଲମେଳ ରହୁ ନଥିବା ଅଭିଯୋଗ ଆଣିଥିଲେ ପରିବାର ଓ ତେବେ ଆଜି ଏନେଇ ପୁଲିସ କମିଶନରଙ୍କୁ ଭେଟି ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ପରିବାର ଓ 