ଫୁଲତୋଡ଼ା ଧରି କାନ୍ଦିଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା

ବିଜେଡି ନେତ୍ରୀ ସଂଯୁକ୍ତା ମହଲା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସରେ ପହଞ୍ଚିଥିଲେ। କିନ୍ତୁ ଅନେକ ନେତା, କର୍ମୀ ଓ ବିଭିନ୍ନ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଥିବା ବେଳେ ତାଙ୍କୁ ଯିବା ପାଇଁ ବାରଣ।  

ଫୁଲତୋଡ଼ା ଧରି କାନ୍ଦିଲେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା

ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ବିଜେଡି ନେତା, କର୍ମୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ନବୀନ ନିବାସରେ ପହଞ୍ଚିଥିଲେ। ତେବେ ଏହାରି ଭିତରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସରେ ପହଞ୍ଚିଥିଲେ। କିନ୍ତୁ ଅନେକ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଥିବା ବେଳେ ତାଙ୍କୁ ନବୀନ ନିବାସକୁ ଯିବା ପାଇଁ ବାରଣ। ଦେଖନ୍ତୁ ଭିଡିଓ।