ଫ୍ରଣ୍ଟ ଫୁଟ୍ ରେ ମୋହନ ସରକାର

ଫ୍ରଣ୍ଟ ଫୁଟ୍ ରେ ମୋହନ ସରକାର, ହେଲେ ବ୍ୟାକଫୁଟ୍ ରେ ସଙ୍ଗଠନ! ନିଷ୍ପତ୍ତିରେ ବିଳମ୍ବ ଯୋଗୁଁ ଏଯାଏଁ ଚୟନ ହେଇପାରୁନି ନୂଆ ସଭାପତି। ନିଗମ, ବୋର୍ଡ ଆଶାୟୀ ନେତାଙ୍କ କମିଲାଣି ଯୋଶ୍। ଖୋଲାଖୋଲି କହି ପାରୁନଥିଲେ ବି କର୍ମୀଙ୍କ ଭିତରେ ବଢ଼ିଲାଣି ଅସନ୍ତୋଷ!

ଫ୍ରଣ୍ଟ ଫୁଟ୍ ରେ ମୋହନ ସରକାର
Array