ଫ୍ଲପ୍ରୁ ସୁପରହିଟ୍, ରି-ରିଲିଜ୍ରେ ମାରିଲା ବାଜି ; ୯ ବର୍ଷ ପୁରୁଣା ଏହି ଫିଲ୍ମ କଲା ଜବରଦସ୍ତ କଲେକସନ
ମୁମ୍ଵାଇ ୧୧।୦୨; ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଫିଲ୍ମ 'ସନମ ତେରୀ କସମ'। ୫ ଫେବୃଆରୀ ୨୦୧୬ରେ ମୁକ୍ତିଲାଭ କରିଥିଲା । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ୯ ବର୍ଷ ପରେ ପୁଣି ଥରେ ଫିଲ୍ଲଟି ରି-ରିଲିଜ ହୋଇଛି । ଯାହା ଏବେ ହିଟ୍ ହୋଇଛି। 'ସନମ୍ ତେରୀ କସମ୍' ଏବେ ଅଧିକ ରୋଜଗାର କରୁଛି। ଯେତେବେଳେ ଏହି ଫିଲ୍ମଟି ପ୍ରଥମ ଥର ପାଇଁ ୨୦୧୬ରେ ମୁକ୍ତିଲାଭ କରିଥିଲା। ଏହାର ମୋଟ ୯.୧୧ କୋଟି ଟଙ୍କା ସଂଗ୍ରହ ଥିଲା। ଏବେ ରି-ରିଲିଜ୍ର ୪ ଦିନରେ ବିପୁଳ ପରିମାଣର ରୋଜଗାର କରି ଧମାଲ କରିଛି।ଏହି ଫିଲ୍ମଟି ଫ୍ଲପ୍ ରୁ ସୁପରହିଟ୍ ହୋଇଥିଲା୯ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା 'ସନମ୍ ତେରୀ କସମ୍' ଫ୍ଲପ୍ ହୋଇଥିଲା। ଏବେ ରି-ରିଲିଜ ପରେ ସୁପରହିଟ୍ ଫିଲ୍ମ ତାଲିକାରେ ସାମିଲ କରାଯାଇଛି। ୨୦୧୬ ମସିହାରେ ଫିଲ୍ମଟି ପ୍ରଥମ ଦିନରେ ୫.୧୪ କୋଟି ଟଙ୍କା ରୋଜଗାର କରିଥିଲା, ଦ୍ୱିତୀୟ ଦିନରେ ଏହା ୬.୨୨ କୋଟି ଟଙ୍କା କରିଛି। ଯେତେବେଳେ 'ସନମ୍ ତେରୀ କସମ୍' ରି ରିଲିଜ୍ କରିବାର ଦୁଇ ଦିନ ମଧ୍ୟରେ ୧୧.୩୬ କୋଟି ଟଙ୍କା ସଂଗ୍ରହ କରିଥିଲା। ଏହି ଫିଲ୍ମଟି ୪ ଦିନରେ ୩୦ କୋଟି ଟଙ୍କାର ନେଟ୍ କଲେକ୍ସନ କରିଛି। ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ରି-ରିଲିଜ ପରେ ଏହି ଫିଲ୍ମ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଫିଲ୍ମରେ ମାୱରା ଜଣେ ଦକ୍ଷିଣ ଭାରତୀୟ ଝିଅ ସରସ୍ୱତୀ (ସରୁ) ଭୂମିକାରେ ନଜର ଆସିଛନ୍ତି। କ
ମୁମ୍ଵାଇ ୧୧।୦୨; ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ରୋମାଣ୍ଟିକ ଫିଲ୍ମ 'ସନମ ତେରୀ କସମ'। ୫ ଫେବୃଆରୀ ୨୦୧୬ରେ ମୁକ୍ତିଲାଭ କରିଥିଲା । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ୯ ବର୍ଷ ପରେ ପୁଣି ଥରେ ଫିଲ୍ଲଟି ରି-ରିଲିଜ ହୋଇଛି । ଯାହା ଏବେ ହିଟ୍ ହୋଇଛି। 'ସନମ୍ ତେରୀ କସମ୍' ଏବେ ଅଧିକ ରୋଜଗାର କରୁଛି। ଯେତେବେଳେ ଏହି ଫିଲ୍ମଟି ପ୍ରଥମ ଥର ପାଇଁ ୨୦୧୬ରେ ମୁକ୍ତିଲାଭ କରିଥିଲା। ଏହାର ମୋଟ ୯.୧୧ କୋଟି ଟଙ୍କା ସଂଗ୍ରହ ଥିଲା। ଏବେ ରି-ରିଲିଜ୍ର ୪ ଦିନରେ ବିପୁଳ ପରିମାଣର ରୋଜଗାର କରି ଧମାଲ କରିଛି।

ଏହି ଫିଲ୍ମଟି ଫ୍ଲପ୍ ରୁ ସୁପରହିଟ୍ ହୋଇଥିଲା
୯ ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା 'ସନମ୍ ତେରୀ କସମ୍' ଫ୍ଲପ୍ ହୋଇଥିଲା। ଏବେ ରି-ରିଲିଜ ପରେ ସୁପରହିଟ୍ ଫିଲ୍ମ ତାଲିକାରେ ସାମିଲ କରାଯାଇଛି। ୨୦୧୬ ମସିହାରେ ଫିଲ୍ମଟି ପ୍ରଥମ ଦିନରେ ୫.୧୪ କୋଟି ଟଙ୍କା ରୋଜଗାର କରିଥିଲା, ଦ୍ୱିତୀୟ ଦିନରେ ଏହା ୬.୨୨ କୋଟି ଟଙ୍କା କରିଛି। ଯେତେବେଳେ 'ସନମ୍ ତେରୀ କସମ୍' ରି ରିଲିଜ୍ କରିବାର ଦୁଇ ଦିନ ମଧ୍ୟରେ ୧୧.୩୬ କୋଟି ଟଙ୍କା ସଂଗ୍ରହ କରିଥିଲା। ଏହି ଫିଲ୍ମଟି ୪ ଦିନରେ ୩୦ କୋଟି ଟଙ୍କାର ନେଟ୍ କଲେକ୍ସନ କରିଛି।

ହର୍ଷବର୍ଦ୍ଧନ ରାଣେ ଏବଂ ମାୱରା ହୋକେନଙ୍କ ରି-ରିଲିଜ ପରେ ଏହି ଫିଲ୍ମ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଫିଲ୍ମରେ ମାୱରା ଜଣେ ଦକ୍ଷିଣ ଭାରତୀୟ ଝିଅ ସରସ୍ୱତୀ (ସରୁ) ଭୂମିକାରେ ନଜର ଆସିଛନ୍ତି। କିନ୍ତୁ କୌଣସି ପୁଅ ତାଙ୍କୁ ବିବାହ ପାଇଁ ପସନ୍ଦ କରନ୍ତି ନାହିଁ। ଯେତେବେଳେ ହର୍ଷବର୍ଦ୍ଧନ 'ଇନ୍ଦର' ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମଟି ସରୁ ଏବଂ ଇନ୍ଦରଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ଯାହା ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଛି। ଏବେ ହର୍ଷବର୍ଦ୍ଧନ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ଫିଲ୍ମର ସିକ୍ୱେଲ୍ ଉପରେ କାମ କରାଯାଉ ନାହିଁ। 'ସନମ୍ ତେରୀ କସମ୍ ୨' ବିଷୟରେ ଏପର୍ଯ୍ୟନ୍ତ କିଛି ପ୍ଲାନିଂ କରାଯାଇ ନାହିଁ।