ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ସିକନ୍ଦର ଟିଜର
ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତି ଫିଲ୍ମ ସିକନ୍ଦର ଟିଜର ରିଲିଜ ହୋଇଯାଇଛି। ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ମଧ୍ଯ ଆସୁଛି। ତେବେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଟିଜରକୁ ଶେୟାର କରି ସଲମାନ୍ ଲେଖିଛନ୍ତି, ଯିଏ ହୃଦୟରେ ରାଜ୍ କରନ୍ତି ତାଙ୍କୁ ସିକନ୍ଦର କୁହାଯାଏ। ରିଲିଜ୍ ହେବା ପରେ ଏହା ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି । ଟସାଜିଦ୍ ନାଡିଆଡ୍ୱାଲା ‘ସିକନ୍ଦର’ର ପ୍ରଯୋଜନା ଦାୟିତ୍ୱ ତୁଲାଉଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଏ. ଆର ମୁଗୁଗଦାସ। […] The post ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ସିକନ୍ଦର ଟିଜର appeared first on Odisha.News.
ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତି ଫିଲ୍ମ ସିକନ୍ଦର ଟିଜର ରିଲିଜ ହୋଇଯାଇଛି। ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ମଧ୍ଯ ଆସୁଛି। ତେବେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଟିଜରକୁ ଶେୟାର କରି ସଲମାନ୍ ଲେଖିଛନ୍ତି, ଯିଏ ହୃଦୟରେ ରାଜ୍ କରନ୍ତି ତାଙ୍କୁ ସିକନ୍ଦର କୁହାଯାଏ।
ରିଲିଜ୍ ହେବା ପରେ ଏହା ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି । ଟସାଜିଦ୍ ନାଡିଆଡ୍ୱାଲା ‘ସିକନ୍ଦର’ର ପ୍ରଯୋଜନା ଦାୟିତ୍ୱ ତୁଲାଉଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଏ. ଆର ମୁଗୁଗଦାସ। ଏହି ଆକ୍ସନ୍ ଫିଲ୍ମ ଚଳିତବର୍ଷ ମାର୍ଚ୍ଚ ୨୮ରେ ‘ସିକନ୍ଦର’ ରିଲିଜ୍ ହେବ।
ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ କାଜଲ ଅଗ୍ରୱାଲ, ରଶ୍ମିକା ମନ୍ଦାନା, ସତ୍ୟରାଜ, ଶର୍ମନ ଜୋଶୀ ଏବଂ ପ୍ରତୀକ ବବର ମଧ୍ୟ ନଜର ଆସିବେ।
The post ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ସିକନ୍ଦର ଟିଜର appeared first on Odisha.News.