ବଂଶଧାରା ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା...ଅଜଣା ଗାଡ଼ି ଧକ୍କାରେ ୩ ସାଙ୍ଗ ଚାଲିଗଲେ
ରାୟଗଡା ଜିଲ୍ଲା ଗୁମୁଡା ବଂଶଧାରା ପୋଲ ଉପରେ ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ୩ ଜଣ ସାଙ୍ଗ ଚାଲି ଯାଇଛନ୍ତି। ଗ୍ରାମକୁ ଠାକୁରାଣୀ ଯାତ୍ରା ଦେଖିବାପାଇଁ ଗୋଟିଏ ବାଇକରେ ଯାଉଥିବା ବେଳେ ଗୁମୁଡା ବଂଶଧାରା ପୋଲ ଉପରେ ଅଜଣା ଗାଡି ଧକ୍କା ଦ