ବଖାଣିଲେ ଛାତିଥରା କାହାଣୀ
ଭୟଙ୍କର ଦୁର୍ଘଟଣାରୁ କେମିତି ବଞ୍ଚିଗଲି ଜାଣିନି। ମୋ ଆଖି ସାମନାରେ ବିମାନଟି ପୁରା ନିଆଁ ପିଣ୍ଡୁଳା ହୋଇଗଲା। ଟେକ୍ ଅଫ୍ ସମୟର ଗୋଟିଏ ମିନିଟ ଭିତରେ ବିମାନର ସବୁ ଲାଇଟ ଜଳିଗଲା। ପାଇଲଟ ମେ’ଡେ କଲ କରିବା ସମୟରେ ବିମାନ ଭୟଙ୍କର ବିପଦରେ ଥିବା ଜାଣି ପାରିଥିଲି କହିଛନ୍ତି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଏକ ମାତ୍ର ଯାତ୍ରୀ।