ବଜାରକୁ ଆସିଲା ଗୋଦରେଜର ନୂଆ ଉତ୍ପାଦ ଉଡେନ୍ ଫିନିସ ଏସି ଓ ରେଫ୍ରିଜେଟର

କନକ ବ୍ୟୁରୋ : ଗୋଦରେଜ ଆପ୍ଲାଏନ୍ସ ପକ୍ଷରୁ ପ୍ରକୃତି ଅନୁପ୍ରାଣିତ ଉଡେନ୍ ଫିନିସ ହୋମ୍ ଆପ୍ଲାଏନ୍ସ ନୂଆ ଇଅନ୍ ଭୋଗକୁ ଉନ୍ମୋଚନ କରାଯାଇଛି । ସ୍ଥାନୀୟ ପାତ୍ର ଇଲେକ୍ଟ୍ରୋନିକ୍ସ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆ ଉତ୍ପାଦକୁ କମ୍ପାନୀର କାର୍ଯ୍ୟନିର୍ବାହୀ ଉପ ସଭାପତି ତଥା ବାଣିଜ୍ୟ ମୁଖ୍ୟ କମଳ ନନ୍ଦୀ, ଜାତୀୟ ବିକ୍ରି ମୁଖ୍ୟ ସଞ୍ଜୀବ ଜୈନ, ଜୋନାଲ ବାଣିଜ୍ୟ ମୁଖ୍ୟ ସୌଗତ ଦତ୍ତ, ଓଡିଶା ବାଣିଜ୍ୟ ମୁଖ୍ୟ ନୀଳ ମାଧବ ଜେନା, ଓଡିଶା ମାକେଟିଂ […] The post ବଜାରକୁ ଆସିଲା ଗୋଦରେଜର ନୂଆ ଉତ୍ପାଦ ଉଡେନ୍ ଫିନିସ ଏସି ଓ ରେଫ୍ରିଜେଟର first appeared on Kanak News.

ବଜାରକୁ ଆସିଲା ଗୋଦରେଜର ନୂଆ ଉତ୍ପାଦ ଉଡେନ୍ ଫିନିସ ଏସି ଓ ରେଫ୍ରିଜେଟର

କନକ ବ୍ୟୁରୋ : ଗୋଦରେଜ ଆପ୍ଲାଏନ୍ସ ପକ୍ଷରୁ ପ୍ରକୃତି ଅନୁପ୍ରାଣିତ ଉଡେନ୍ ଫିନିସ ହୋମ୍ ଆପ୍ଲାଏନ୍ସ ନୂଆ ଇଅନ୍ ଭୋଗକୁ ଉନ୍ମୋଚନ କରାଯାଇଛି । ସ୍ଥାନୀୟ ପାତ୍ର ଇଲେକ୍ଟ୍ରୋନିକ୍ସ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୂଆ ଉତ୍ପାଦକୁ କମ୍ପାନୀର କାର୍ଯ୍ୟନିର୍ବାହୀ ଉପ ସଭାପତି ତଥା ବାଣିଜ୍ୟ ମୁଖ୍ୟ କମଳ ନନ୍ଦୀ, ଜାତୀୟ ବିକ୍ରି ମୁଖ୍ୟ ସଞ୍ଜୀବ ଜୈନ, ଜୋନାଲ ବାଣିଜ୍ୟ ମୁଖ୍ୟ ସୌଗତ ଦତ୍ତ, ଓଡିଶା ବାଣିଜ୍ୟ ମୁଖ୍ୟ ନୀଳ ମାଧବ ଜେନା, ଓଡିଶା ମାକେଟିଂ ମ୍ୟାନେଜର ପ୍ରେମାଂଶୁ ଦାସ ଏବଂ ପାତ୍ର ଇଲେକ୍ଟ୍ରୋନିକ୍ସର ସ୍ୱତାଧିକାରୀ କୈଳାଶ ପାତ୍ର ଉପସ୍ଥିତ ରହି ନୂଆ ଉତ୍ପାଦର ବଜାର ପ୍ରବେଶ କରାଇଥିଲେ ।

The post ବଜାରକୁ ଆସିଲା ଗୋଦରେଜର ନୂଆ ଉତ୍ପାଦ ଉଡେନ୍ ଫିନିସ ଏସି ଓ ରେଫ୍ରିଜେଟର first appeared on Kanak News.