ବଜେଟ୍ ଆବଣ୍ଟନ, ଜାଣନ୍ତୁ କେଉଁ ମନ୍ତ୍ରଣାଳୟକୁ ମିଳିଲା କେତେ ଟଙ୍କା
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ଥର ସରକାର ୪୮.୨୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ଏବଂ ଚଳିତ ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟ ଜିଡିପିର ୪.୯ ପ୍ରତିଶତ ଅନୁମାନ କରାଯାଇଛି । କେନ୍ଦ୍ର ସରକାର ଚଳିତ ବଜେଟରେ ବିକଶିତ ଭାରତ ପାଇଁ ନଅ ପ୍ରାଥମିକତା ଧାର୍ଯ୍ୟ କରିଛନ୍ତି । ସରକାର କୃଷି, ସ୍ୱାସ୍ଥ୍ୟ, ରେଳ, ଭିତ୍ତିଭୂମି ସମେତ ସମସ୍ତ କ୍ଷେତ୍ର ପାଇଁ ନିଜ ରାଜକୋଷ ଖୋଲିଛନ୍ତି । ତେବେ ଜାଣନ୍ତୁ କେଉଁ ବିଭାଗକୁ କେତେ ରାଶି ଆବଣ୍ଟିତ କରାଯାଇଛି । ମନ୍ତ୍ରଣାଳୟ/ବିଭାଗ ଆବଣ୍ଟିତ ରାଶି (କୋଟିରେ)ଅର୍ଥ ମନ୍ତ୍ରଣାଳୟ ୧୮୫୮୧୫୮.୫୨ପ୍ରତିରକ୍ଷା ମନ୍ତ୍ରଣାଳୟ ୬୨୧୯୪୦.୮୫ସଡକ ପରିବହନ ମନ୍ତ୍ରଣାଳୟ ୨୭୮୦୦୦.୦୦ରେଳ ମନ୍ତ୍ରଣାଳୟ ୧୫୫୩୯୩.୦୦ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ୨୨୩୩୨୩.୩୬ଗୃହ ମନ୍ତ୍ରଣାଳୟ ୨୧୯୬୪୩.୩୧ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୧୮୦୨୩୩.୪୩ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ୧୬୮୪୯୯.୮୭ ସଂଚାର ମନ୍ତ୍ରଣାଳୟ ୧୩୭୨୯୩.୯୦କୃଷି ମନ୍ତ୍ରଣାଳୟ ୧୩୨୪୬୯.୮୬ଶିକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ଥର ସରକାର ୪୮.୨୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ଏବଂ ଚଳିତ ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟ ଜିଡିପିର ୪.୯ ପ୍ରତିଶତ ଅନୁମାନ କରାଯାଇଛି । କେନ୍ଦ୍ର ସରକାର ଚଳିତ ବଜେଟରେ ବିକଶିତ ଭାରତ ପାଇଁ ନଅ ପ୍ରାଥମିକତା ଧାର୍ଯ୍ୟ କରିଛନ୍ତି । ସରକାର କୃଷି, ସ୍ୱାସ୍ଥ୍ୟ, ରେଳ, ଭିତ୍ତିଭୂମି ସମେତ ସମସ୍ତ କ୍ଷେତ୍ର ପାଇଁ ନିଜ ରାଜକୋଷ ଖୋଲିଛନ୍ତି । ତେବେ ଜାଣନ୍ତୁ କେଉଁ ବିଭାଗକୁ କେତେ ରାଶି ଆବଣ୍ଟିତ କରାଯାଇଛି ।
ମନ୍ତ୍ରଣାଳୟ/ବିଭାଗ ଆବଣ୍ଟିତ ରାଶି (କୋଟିରେ)
ଅର୍ଥ ମନ୍ତ୍ରଣାଳୟ ୧୮୫୮୧୫୮.୫୨
ପ୍ରତିରକ୍ଷା ମନ୍ତ୍ରଣାଳୟ ୬୨୧୯୪୦.୮୫
ସଡକ ପରିବହନ ମନ୍ତ୍ରଣାଳୟ ୨୭୮୦୦୦.୦୦
ରେଳ ମନ୍ତ୍ରଣାଳୟ ୧୫୫୩୯୩.୦୦
ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ୨୨୩୩୨୩.୩୬
ଗୃହ ମନ୍ତ୍ରଣାଳୟ ୨୧୯୬୪୩.୩୧
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୧୮୦୨୩୩.୪୩
ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ୧୬୮୪୯୯.୮୭
ସଂଚାର ମନ୍ତ୍ରଣାଳୟ ୧୩୭୨୯୩.୯୦
କୃଷି ମନ୍ତ୍ରଣାଳୟ ୧୩୨୪୬୯.୮୬
ଶିକ୍ଷା ମନ୍ତ୍ରଣାଳୟ ୧୨୦୬୨୭.୮୭
ଜଳ ଶକ୍ତି ମନ୍ତ୍ରଣାଳୟ ୯୮୭୧୩.୭୮
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୯୦୯୫୮.୬୩
ଆବାସ ଓ ନଗର ମନ୍ତ୍ରଣାଳୟ ୮୨୫୭୬.୫୭
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୬୦୯୨.୧୯
ପରମାଣୁ ଶକ୍ତି ବିଭାଗ ୨୪୯୬୮.୯୮
ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ୨୨୫୩୧.୪୭
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୨୨୧୫୪.୬୭
ଏମଏସଏମଇ ମନ୍ତ୍ରଣାଳୟ ୨୨୧୩୭.୯୫
ଆଇଟଇ ମନ୍ତ୍ରଣାଳୟ ୨୧୯୩୬.୯୦
ଶକ୍ତି ମନ୍ତ୍ରଣାଳୟ ୨୦୫୦୨.୦୦
ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ୧୯୧୦୦.୦୦
ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ୧୬୬୨୮.୧୨
ପେଟ୍ରୋଲିୟମ ମନ୍ତ୍ରଣାଳୟ ୧୫୯୩୦.୨୬
ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ୧୪୨୨୫.୪୭
ମହାକାଶ ବିଭାଗ ୧୩୦୪୨.୭୫
ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ୧୩୦୦୦.୦୦
ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ୧୧୪୬୯.୧୪
ଭାରୀ ଶିଳ୍ପ ମନ୍ତ୍ରଣାଳୟ ୭୨୪୨.୦୦
ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ ୭୧୩୭.୬୮
ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ୬୭୮୮.୩୩
ପୂର୍ବୋତ୍ତର ବିକାଶ ମନ୍ତ୍ରଣାଳୟ ୫୯୦୦.୦୦
ଆୟୁଷ ମନ୍ତ୍ରଣାଳୟ ୩୭୧୨.୪୯
ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ୩୪୪୨.୩୨
ପରିବେଶ, ଜଙ୍ଗଲ ମନ୍ତ୍ରଣାଳୟ ୩୩୩୦.୩୭
ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ୩୨୯୦.୦୦
ସଂସ୍କୃତି ମନ୍ତ୍ରଣାଳୟ ୩୨୬୦.୯୩
ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ୩୧୮୩.୨୪
ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ୩୦୬୪.୮୦
କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ୨୬୬୭.୦୬
ପର୍ଯ୍ୟଟନ ମନ୍ତ୍ରଣାଳୟ ୨୪୭୯.୬୨
କର୍ମିକ ଏବଂ ପେନସନ୍ ମନ୍ତ୍ରଣାଳୟ ୨୩୭୯.୮୭
ବନ୍ଦର, ପରିବହନ ଏବଂ ଜଳପଥ ମନ୍ତ୍ରଣାଳୟ ୨୩୭୭.୪୯
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୨୩୫୭.୧୪
ରାଷ୍ଟ୍ରପତି, ସଂସଦ, କେନ୍ଦ୍ର ଜନସେବା ଆୟୋଗ ୧୮୮୪.୯୨
ଏବଂ ଉପରାଷ୍ଟ୍ରପତିଙ୍କ ସଚିବାଳୟ
ପଞ୍ଚାୟତିରାଜ ମନ୍ତ୍ରଣାଳୟ ୧୧୮୩.୬୪
ସମବାୟ ମନ୍ତ୍ରଣାଳୟ ୧୧୮୩.୩୯
ଯୋଜନା ମନ୍ତ୍ରଣାଳୟ ୮୩୭.୨୬
ଇସ୍ପାତ ମନ୍ତ୍ରଣାଳୟ ୩୨୫.୬୬
କୋଇଲା ମନ୍ତ୍ରଣାଳୟ ୧୯୨.୫୫
ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ୬୪.୦୦