ବଜ୍ରାଘାତ ମୃତ୍ୟୁ, ଆହାତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ସରକାର
ବଜ୍ରାଘାତ ମୃତ୍ୟୁ । ଆହାତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ସରକାର । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ମୃତ୍ୟୁ ପାଇଁ ସହାୟତା ଘୋଷଣା । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା । ଆହାତଙ୍କ ଖର୍ଚ୍ଚ ବହନ କରିବେ ସରକାର । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଲେ । । ଆହାତଙ୍କ ଆଶୁ ଆରୋଗ୍ୟ […] The post ବଜ୍ରାଘାତ ମୃତ୍ୟୁ, ଆହାତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ସରକାର appeared first on KNews Odisha.

ବଜ୍ରାଘାତ ମୃତ୍ୟୁ । ଆହାତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ସରକାର । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ମୃତ୍ୟୁ ପାଇଁ ସହାୟତା ଘୋଷଣା । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା । ଆହାତଙ୍କ ଖର୍ଚ୍ଚ ବହନ କରିବେ ସରକାର । ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଲେ । । ଆହାତଙ୍କ ଆଶୁ ଆରୋଗ୍ୟ କାମନା କଲେ ।
The post ବଜ୍ରାଘାତ ମୃତ୍ୟୁ, ଆହାତଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ସରକାର appeared first on KNews Odisha.