ବଡ ଝଟକା ; ପୁଣି ବଢିଲା ସୁନା, ଲକ୍ଷେ ମୁହାଁ ଦାମ୍‌

ଭୁବନେଶ୍ୱର : ପୁଣି ଗ୍ରାହକଙ୍କୁ ବଡ ଝଟକା । ମେ’ ୨୧ ଅର୍ଥାତ୍‌ ବୁଧବାର ବଢିଛି ସୁନା ଦର । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୭,୪୨୦ ଟଙ୍କା ରହିଛି । ଗତକାଲି ଏaହା ୯୫,୦୨୦ ଟଙ୍କା ଥିଲା । ଏଥିରେ ୨,୪୦୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୯,୩୦୦ ରହିଛି । ଗତକାଲି ଏହା ୮୭,୧୦୦ ଥିଲା । ଏଥିରେ ୨,୨୦୦ ଟଙ୍କା ବୃଦ୍ଧି […]

ବଡ ଝଟକା ; ପୁଣି ବଢିଲା ସୁନା, ଲକ୍ଷେ ମୁହାଁ ଦାମ୍‌

ଭୁବନେଶ୍ୱର : ପୁଣି ଗ୍ରାହକଙ୍କୁ ବଡ ଝଟକା । ମେ’ ୨୧ ଅର୍ଥାତ୍‌ ବୁଧବାର ବଢିଛି ସୁନା ଦର ।
୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୭,୪୨୦ ଟଙ୍କା ରହିଛି । ଗତକାଲି ଏaହା ୯୫,୦୨୦ ଟଙ୍କା ଥିଲା । ଏଥିରେ ୨,୪୦୦ ଟଙ୍କା ବୃଦ୍ଧି ହୋଇଛି ।

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୮୯,୩୦୦ ରହିଛି । ଗତକାଲି ଏହା ୮୭,୧୦୦ ଥିଲା । ଏଥିରେ ୨,୨୦୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୩,୦୭୦ ଟଙ୍କା ରହିଛି । ଗତକାଲି ୭୧,୨୭୦ ଟଙ୍କା ରହିଛି । ଏଥିରେ ୧,୮୦୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍‌ ସୁନା ଦାମ୍‌ ୧୧,୧୦୦ ଟଙ୍କା ରହିଛି । ଗତକାଲି ଏହା ୧୦,୮୦୦ ଥିଲା । ଏଥିରେ ୩୦୦ ଟଙ୍କା ବୃଦ୍ଧି ହୋଇଛି ।

ମାତ୍ର ୨ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ : ଏହି ରାଶିଙ୍କୁ କୋଟିପତି କରିବେ ସୂର୍ଯ୍ୟ-ବୁଧ, ହେବେ ମାଲାମାଲ୍‌, ହେବ ବିବାହ..