ବଡ଼ ଦାଣ୍ଡରେ ଗଡ଼ି ଚାଲିଛି ତାଳଧ୍ୱଜ

ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ । 

ବଡ଼ ଦାଣ୍ଡରେ ଗଡ଼ି ଚାଲିଛି ତାଳଧ୍ୱଜ

ଶରଧାବାଲିରୁ ଗଡ଼ିଲା ରଥ । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା ଆରମ୍ଭ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ପରିବେଶ ।