ବଡ଼ ମଞ୍ଚରେ ବାଉଳା ହେଲେ ଆମେରିକା ରାଷ୍ଟ୍ରପତି; ରାଷ୍ଟ୍ରନେତାଙ୍କ ନାଁ ଭୁଲିଗଲେ ଜୋ-ବାଇଡେନ
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବଡ଼ ମଞ୍ଚରେ ବାଉଳା ହେଲେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ । ସମ୍ବୋଧନ ବେଳେ ବିଶିଷ୍ଟ ରାଷ୍ଟ୍ରନେତାଙ୍କ ନାଁ ଭୁଲିଗଲେ । ଲୋକ ଚିହ୍ନ ପାରୁନଥିବାର ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି । ନାଟୋ ରାଷ୍ଟ୍ରମାନଙ୍କୁ ନେଇ ଚାଲିଥିବା ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ରାଷ୍ଟ୍ରପତି ପୁଟିନ' ଏବଂ କମଲା ହାରିସଙ୍କୁ 'ଟ୍ରମ୍ପ' ବୋଲି କହିଛନ୍ତି । ଆମେରିକାର ୱାଶିଂଟନ୍ରେ ନାଟୋ ଦେଶଗୁଡ଼ିକୁ ନେଇ ବୈଠକ ଚାଲିଛି । ଏହି ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ମଧ୍ୟ ଯୋଗ ଦେଇଛନ୍ତି । ଏହି ସମୟରେ ସଭାକୁ ସମ୍ବୋଧିତ କରିବା ବେଳେ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ରାଷ୍ଟ୍ରପତି ପୁଟିନ' ବୋଲି କହିଥିଲେ। ଏହାପରେ ସେ ନିଜ ଭୁଲ୍ ସଂଶୋଧନ କରି ପୁଟିନଙ୍କୁ ପରାସ୍ତ କରିବା ଉପରେ ତାଙ୍କ ଧ୍ୟାନ ରହିଛି, ତେଣୁ ଏପରି କହିଦେଲେ ବୋଲି ସଫେଇ ଦେଇଛନ୍ତି। Hahahahaha Vice President Trump.I mean, he’s not well, but the Democrats should also be really upset that he then also miss gendered vice president Trump!She? She? Really Joe? LOL ???? pic.twitter.com/TmuefpEJfD— Donald Trump Jr. (@DonaldJTrumpJr) July 12, 2024ସେପଟେ ବାଇଡେନ ବାଚଳାମିକୁ ନେଇ ମଜା ଉଡ଼ାଇଛନ୍ତି
ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବଡ଼ ମଞ୍ଚରେ ବାଉଳା ହେଲେ ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ । ସମ୍ବୋଧନ ବେଳେ ବିଶିଷ୍ଟ ରାଷ୍ଟ୍ରନେତାଙ୍କ ନାଁ ଭୁଲିଗଲେ । ଲୋକ ଚିହ୍ନ ପାରୁନଥିବାର ଏକ ଭିଡିଓ ଏବେ ଭାଇରାଲ୍ ହୋଇଛି । ନାଟୋ ରାଷ୍ଟ୍ରମାନଙ୍କୁ ନେଇ ଚାଲିଥିବା ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ରାଷ୍ଟ୍ରପତି ପୁଟିନ' ଏବଂ କମଲା ହାରିସଙ୍କୁ 'ଟ୍ରମ୍ପ' ବୋଲି କହିଛନ୍ତି ।
ଆମେରିକାର ୱାଶିଂଟନ୍ରେ ନାଟୋ ଦେଶଗୁଡ଼ିକୁ ନେଇ ବୈଠକ ଚାଲିଛି । ଏହି ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ମଧ୍ୟ ଯୋଗ ଦେଇଛନ୍ତି । ଏହି ସମୟରେ ସଭାକୁ ସମ୍ବୋଧିତ କରିବା ବେଳେ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ 'ରାଷ୍ଟ୍ରପତି ପୁଟିନ' ବୋଲି କହିଥିଲେ। ଏହାପରେ ସେ ନିଜ ଭୁଲ୍ ସଂଶୋଧନ କରି ପୁଟିନଙ୍କୁ ପରାସ୍ତ କରିବା ଉପରେ ତାଙ୍କ ଧ୍ୟାନ ରହିଛି, ତେଣୁ ଏପରି କହିଦେଲେ ବୋଲି ସଫେଇ ଦେଇଛନ୍ତି।
Hahahahaha Vice President Trump.
I mean, he’s not well, but the Democrats should also be really upset that he then also miss gendered vice president Trump!
She? She? Really Joe? LOL ???? pic.twitter.com/TmuefpEJfD— Donald Trump Jr. (@DonaldJTrumpJr) July 12, 2024
ସେପଟେ ବାଇଡେନ ବାଚଳାମିକୁ ନେଇ ମଜା ଉଡ଼ାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେ ସୋସିଆଲ୍ ମିଡିଆରେ ଏକ୍ସରେ ଲେଖିଛନ୍ତି କପଟି ଜୋ-ବାଇଜେନ ବିଗ୍ ବାଏ ପ୍ରେସ୍ କନଫରେନ୍ସିଂ ଆରମ୍ଭ କରିଦେଇଛନ୍ତି ଏବଂ କହିଛନ୍ତି ‘ମୁଁ ଉପ-ରାଷ୍ଟ୍ରପତି ଟ୍ରମ୍ପକୁ ଉପରାଷ୍ଟ୍ରପତି ବାଛୁନାହିଁ’ । ଟ୍ରମ୍ପ ଏହାକୁ ମଜାଳିଆ ଅନ୍ଦାଜରେ ବହୁ ବଢ଼ିଆ ଟ୍ରମ୍ପ ବୋଲି କହିଛନ୍ତି । ନାଟୋ ସମ୍ମିଳନୀରେ ଜୋ-ବାଇଡେନ, କମଳା ହାରିସଙ୍କ ବଦଳରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଉପରାଷ୍ଟ୍ରପତି କହିଥିଲେ । ଏହା ପରେ ବାଇଡେନଙ୍କ ବୟସକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ପ୍ରେସ୍ କନଫରେନ୍ସିଂ ବେଳେ ବାଇଡେନଙ୍କୁ ପ୍ରଶ୍ନ କରାଯାଇଥିଲା, ଯଦି ରାଷ୍ଟ୍ରପତି ପଦରୁ ହଟି ଯାଆନ୍ତି, ତେବେ କ’ଣ କମଲା ହାରିସ୍ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ପାରିବେ ? ଏହାର ଜବାବରେ ବାଇଡେନ କହିଥିଲେ, ମୁଁ ଉପରାଷ୍ଟ୍ରପତି ଟ୍ରମ୍ପଙ୍କୁ ଉପରାଷ୍ଟ୍ରପତି ବାଛୁନାହିଁ, ମୋତେ ଲାଗୁ ସେ ରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟ ନୁହଁନ୍ତି ।