ବଡ଼ଚଣା ପୋଲିସର ଚଢାଉ, ତିନୋଟି ହାଇଓ୍ୱା ଜବତ

ଚଣ୍ଡିଖୋଲ ୦୯।୦୩ : ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ । ଏହି ଚଢାଉରେ ତିନୋଟି ବାଲି ଓ ମାଟି ବୋଝେଇ ଟ୍ରକ ଜବତ ହୋଇଛି । ଘଟଣାରେ ଛାନ୍‌ଭିନ୍ ଜାରି ରଖିଛି ବଡ଼ଚଣା ପୋଲିସ । କୌଣସି ସୁତ୍ରରୁ ଖବର ପାଇ ବଡ଼ଚଣା ପୋଲିସ ପକ୍ଷରୁ ଖୋସାଲିପୁର ନିକଟରେ ଚଢାଉ ହୋଇଥିଲା । ଏହି ସମୟରେ  ତିନୋଟି ବାଲି ଓ ଗୋଟିଏ ମାଟି ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ । ଯାଞ୍ଚ ବେଳେ ଆବଶ୍ୟକୀୟ କାଗଜପତ୍ର ଦେଖାଇନପାରିଥିବାରୁ ପୋଲିସ ସମସ୍ତ ଗାଡ଼ିକୁ ଜବତ କରିଛି ।  ଏହାସହ କାଗଜପତ୍ରକୁ ନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।  

ବଡ଼ଚଣା ପୋଲିସର ଚଢାଉ, ତିନୋଟି ହାଇଓ୍ୱା ଜବତ

ଚଣ୍ଡିଖୋଲ ୦୯।୦୩ : ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ । ଏହି ଚଢାଉରେ ତିନୋଟି ବାଲି ଓ ମାଟି ବୋଝେଇ ଟ୍ରକ ଜବତ ହୋଇଛି । ଘଟଣାରେ ଛାନ୍‌ଭିନ୍ ଜାରି ରଖିଛି ବଡ଼ଚଣା ପୋଲିସ । 

କୌଣସି ସୁତ୍ରରୁ ଖବର ପାଇ ବଡ଼ଚଣା ପୋଲିସ ପକ୍ଷରୁ ଖୋସାଲିପୁର ନିକଟରେ ଚଢାଉ ହୋଇଥିଲା । ଏହି ସମୟରେ  ତିନୋଟି ବାଲି ଓ ଗୋଟିଏ ମାଟି ବୋଝେଇ ଟ୍ରକକୁ ଜବତ କରିଛି ପୋଲିସ । ଯାଞ୍ଚ ବେଳେ ଆବଶ୍ୟକୀୟ କାଗଜପତ୍ର ଦେଖାଇନପାରିଥିବାରୁ ପୋଲିସ ସମସ୍ତ ଗାଡ଼ିକୁ ଜବତ କରିଛି ।  ଏହାସହ କାଗଜପତ୍ରକୁ ନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।