ବଡ଼ଧରଣର ଚୁକ୍ତିନାମା ବାତିଲ, ଭାରତ-ବାଂଲାଦେଶ ସମ୍ପର୍କରେ…
ନୂଆଦିଲ୍ଲୀ/ଢାକା,୨୩ା୫: ବିଗୁଡୁଛି ଭାରତ-ବାଂଲାଦେଶ କୂଟନୈତିକ ସମ୍ପର୍କ। ଯେଉଁଥିପାଇଁ ଏକ ବଡ଼ ଧରଣର ଚୁକ୍ତିନାମା ବାତିଲ କରିଦେଇଛି ବାଂଲାଦେଶ। ୧୭୯ କୋଟି ଟଙ୍କାର ଜାହାଜ ଚୁକ୍ତିନାମା ବାତିଲ ହୋଇଛି। କୋଲକାତାର GRSE କମ୍ପାନୀ ସହ ଏହି ଚୁକ୍ତି ହେବାକୁ ଥିବାବେଳେ ଏବେ ଏହାକୁ ବାତିଲ କରିଛି ବାଂଲାଦେଶ। The post ବଡ଼ଧରଣର ଚୁକ୍ତିନାମା ବାତିଲ, ଭାରତ-ବାଂଲାଦେଶ ସମ୍ପର୍କରେ… appeared first on Dharitri Odia News.
ନୂଆଦିଲ୍ଲୀ/ଢାକା,୨୩ା୫: ବିଗୁଡୁଛି ଭାରତ-ବାଂଲାଦେଶ କୂଟନୈତିକ ସମ୍ପର୍କ। ଯେଉଁଥିପାଇଁ ଏକ ବଡ଼ ଧରଣର ଚୁକ୍ତିନାମା ବାତିଲ କରିଦେଇଛି ବାଂଲାଦେଶ। ୧୭୯ କୋଟି ଟଙ୍କାର ଜାହାଜ ଚୁକ୍ତିନାମା ବାତିଲ ହୋଇଛି। କୋଲକାତାର GRSE କମ୍ପାନୀ ସହ ଏହି ଚୁକ୍ତି ହେବାକୁ ଥିବାବେଳେ ଏବେ ଏହାକୁ ବାତିଲ କରିଛି ବାଂଲାଦେଶ।
The post ବଡ଼ଧରଣର ଚୁକ୍ତିନାମା ବାତିଲ, ଭାରତ-ବାଂଲାଦେଶ ସମ୍ପର୍କରେ… appeared first on Dharitri Odia News.