ବଢିଲା ମାଟ୍ରିକ୍ ଫର୍ମ ପୂରଣ ଅବଧି

କଟକ: ବଢିଲା ମାଟ୍ରିକ୍ ଫର୍ମ ପୂରଣ ଅବଧି । ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢାଇଛି । ବାର୍ଷିକ ଏଚଏସସି ସହ ଏସଓଏସସି ଫର୍ମ ପୂରଣ ଅବଧି ବଢିଛି । ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢାଇଛି ମାଧ୍ୟମିକ ଶିକ୍ଷା ପରିଷଦ। ସୂଚନାଯୋଗ୍ୟ ଆସନ୍ତା ଫେବ୍ରୁଆରୀ ୨୧ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ।

ବଢିଲା ମାଟ୍ରିକ୍ ଫର୍ମ ପୂରଣ ଅବଧି
Untitled 1 24