ବଢିଲା ହଂସିତା ଅଭିଲିପସାଙ୍କ ଅଡୁଆ ।  ଇନଫୋସିଟି ଥାନାରେ ଆଉ ଏକ ମାମଲା ରୁଜୁ ।

କନକ ବ୍ୟୁରୋ : ବଢିଲା ହଂସିତା ଅଭିଲିପସାଙ୍କ ଅଡୁଆ । ଭୁବନେଶ୍ବର ଇନଫୋସିଟି ଥାନାରେ ରୁଜୁ ହେଲା ଆଉ ଏକ ନୂଆ ମାମଲା । ଇନଫୋସିଟି ଥାନାରେ ହଂଶିତା ଙ୍କ ନାଁରେ ଯୋଡ଼ି ହେଲା ଆଉ ଏକ ମାମଲା ।  କେସ ନମ୍ୱର ୧୧ରେ ମାମଲା ରୁଜୁ କରାଯାଇଛି । ଏହାପରେ ଜେଏମ୍‌ଫେସି-୨ କୋର୍ଟରେ ହାଜର ହୋଇଛନ୍ତି ହଂସିତା । କୋର୍ଟରେ ହଂସିତାଙ୍କୁ ମାମଲା ସମ୍ବନ୍ଧରେ ଅବଗତ କରାଯାଇଛି ।

ବଢିଲା ହଂସିତା ଅଭିଲିପସାଙ୍କ ଅଡୁଆ ।  ଇନଫୋସିଟି ଥାନାରେ ଆଉ ଏକ ମାମଲା ରୁଜୁ ।

କନକ ବ୍ୟୁରୋ : ବଢିଲା ହଂସିତା ଅଭିଲିପସାଙ୍କ ଅଡୁଆ । ଭୁବନେଶ୍ବର ଇନଫୋସିଟି ଥାନାରେ ରୁଜୁ ହେଲା ଆଉ ଏକ ନୂଆ ମାମଲା । ଇନଫୋସିଟି ଥାନାରେ ହଂଶିତା ଙ୍କ ନାଁରେ ଯୋଡ଼ି ହେଲା ଆଉ ଏକ ମାମଲା । 

କେସ ନମ୍ୱର ୧୧ରେ ମାମଲା ରୁଜୁ କରାଯାଇଛି । ଏହାପରେ ଜେଏମ୍‌ଫେସି-୨ କୋର୍ଟରେ ହାଜର ହୋଇଛନ୍ତି ହଂସିତା । କୋର୍ଟରେ ହଂସିତାଙ୍କୁ ମାମଲା ସମ୍ବନ୍ଧରେ ଅବଗତ କରାଯାଇଛି ।