ବଣ୍ଡା ଘାଟିର ବଳି ପାହାଡରେ ଲାଗିଛି ନିଆଁ, ଲିଭାଇବାରେ ନାକେଦମ ବନବିଭାଗ
ମାଲକାନଗିରି ୦୫/୦୪: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିର ବଳି ପାହାଡରେ ଲାଗିଛି ନିଆଁ । ଖରା ଦିନେ ଜଙ୍ଗଲ ସୁଖି ଯାଇଥିବା ବେଳେ ନିଆଁ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ମାଡି ଚାଲିଛି । ଖବର ପାଇ ମାଥିଲି ବନ ବିଭାଗର ଏକ ଟିମ ବଣ୍ଡା ଘାଟିରେ ପହଞ୍ଚି ନିଆଁ ଲିଭାଇବା କାମରେ ଲାଗିଛନ୍ତି । ଗ୍ୟାସ ଦ୍ବାରା ବନ ରକ୍ଷୀ ମାନେ ନିଆଁ ନିଭାଉଛନ୍ତି । ହେଲେ ଗୋଟିଏ ଜଙ୍ଗଲରେ ନିଆଁ ନଲିଭୂଣୁ ଅନ୍ୟ ଟି ଲାଗି ଯାଉଛି ନିଆଁ । ଯାହାକୁ ନେଇ ନାକେ ଦମ ହେବାରେ ଲାଗିଛନ୍ତି ମାଥିଲି ବନ ବିଭାଗ ।
ମାଲକାନଗିରି ୦୫/୦୪: ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିର ବଳି ପାହାଡରେ ଲାଗିଛି ନିଆଁ । ଖରା ଦିନେ ଜଙ୍ଗଲ ସୁଖି ଯାଇଥିବା ବେଳେ ନିଆଁ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ମାଡି ଚାଲିଛି ।
ଖବର ପାଇ ମାଥିଲି ବନ ବିଭାଗର ଏକ ଟିମ ବଣ୍ଡା ଘାଟିରେ ପହଞ୍ଚି ନିଆଁ ଲିଭାଇବା କାମରେ ଲାଗିଛନ୍ତି । ଗ୍ୟାସ ଦ୍ବାରା ବନ ରକ୍ଷୀ ମାନେ ନିଆଁ ନିଭାଉଛନ୍ତି । ହେଲେ ଗୋଟିଏ ଜଙ୍ଗଲରେ ନିଆଁ ନଲିଭୂଣୁ ଅନ୍ୟ ଟି ଲାଗି ଯାଉଛି ନିଆଁ । ଯାହାକୁ ନେଇ ନାକେ ଦମ ହେବାରେ ଲାଗିଛନ୍ତି ମାଥିଲି ବନ ବିଭାଗ ।