ବଦଳିଲା ସ୍କୁଲ ୟୁନିଫର୍ମ ରଙ୍ଗ, ସବୁଜ ବଦଳରେ ବାଦାମୀ ରଙ୍ଗ ୟୁନିଫର୍ମ ପିନ୍ଧିବେ ଛାତ୍ରଛାତ୍ରୀ
ଭୁବନେଶ୍ବର: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ୟୁନିଫର୍ମ ରଙ୍ଗ। ସବୁଜ ବଦଳରେ ବାଦାମୀ ରଙ୍ଗ ୟୁନିଫର୍ମ ଛାତ୍ରଛାତ୍ରୀ ପିନ୍ଧିବେ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ବଦଳିଲା। ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ବଦଳିଥିବା ନୂଆ ବାଦାମୀ ରଙ୍ଗ ୟୁନିଫର୍ମ ପିନ୍ଧିପାରିବେ। ଏସବୁ ସ୍କୁଲଗୁଡ଼ିକୁ ସରକାର ୟୁନିଫର୍ମ ଯୋଗାଇଦେବେ। ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଗଣ ଶିକ୍ଷା ବିଭାଗ ଚିଠି ଲେଖିଥିବା ସୂଚନା ମିଳିଛି।