ବନ୍ଦ ଘରୁ 8 ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ ମାରି ବନ୍ଦୀ କରି ରଖିଥିଲେ ସ୍ତ୍ରୀ,
ଆଠ ଦିନ ପରେ ବନ୍ଦ କୋଠରୀରୁ ସ୍ଵାମୀଙ୍କୁ ଉଦ୍ଧାର କଲା ପୁଲିସ। ନିଜ ବାପ ଘର ଲୋକଙ୍କ ସହ ମିଶି ସ୍ୱାମୀଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଆଠ ଦିନ ଧରି ଏକ କୋଠରୀରେ ବନ୍ଦୀ କରି ରଖିଥିଲେ ସ୍ତ୍ରୀ। ଖବର ପାଇ ପୁଲିସ ଓ ସ୍ଥାନୀୟ ଜନପ୍ରତିନିଧି ଘଟଣ