ବନ୍ଧୁ ହେବ ତ ଏମିତି; ଡାକ୍ତରରୁ ଆଇପିଏସ୍... ତା'ପରେ ଦୁହେଁ ପାଇଲେ ଆଇଏଏସ୍
ନୂଆଦିଲ୍ଲୀ: ୨୦୨୨ ମସିହାରେ ହରିୟାଣାର ଦିବ୍ୟା ତନୱର ଓ ରାଜସ୍ଥାନର ମୁଦିତା ଏକାଠି ୟୁପିଏସି କ୍ଲିଅର କରିଥିଲେ। ମୁଦିତା ଓ ଦିବ୍ୟା ଦୁହେଁ ଘନିଷ୍ଠ ବନ୍ଧୁ । ଉଭୟ ଦିଲ୍ଲୀରେ ଏକାଠି ରହି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଦିବ୍ୟା ଏହା ପୂର୍ବରୁ ୟୁପିଏସି କ୍ଲିଅର କରି ସାରିଥିଲେ। ସେତେବେଳେ ସେ IPS ପାଇଁ ଚୟନ ହୋଇଥିଲେ।ଟ୍ରେନିଂ ସମୟରେ ସେ ଆଉ ଏକ ଆଟେମ୍ପ୍ଟ କରିଥିଲେ। ତାହା ପୁଣି ଥରେ କ୍ଲିଅର କରିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆ ସୂଚନା ଅନୁସାରେ ସେ ଏବେ ଆଇପିଏସ ପଦବୀରେ ଅଛନ୍ତି । ଏକ ସାକ୍ଷାତକାରରେ ମୁଦିଚା କହିଥିଲେ ପ୍ରସ୍ତୁତି ସମୟରେ ସଠିକ ଭାବରେ ଶୋଇବା ଉଚିତ୍। ସେ ସବୁବେଳେ ରାତିରେ ପାଠ ପଢନ୍ତି । ବେଳେବେଳେ ପାଠ ପଢିବା ସମୟରେ ଟିକେ ଟିକେ ଶୋଇପଡନ୍ତି। ସେହି ସମୟରେ ଦିବ୍ୟା କହିଥିଲେ ସଠିକ୍ ଭାବରେ ଶୋଇଲେ ଆପଣଙ୍କ ମାଇଣ୍ଡ ଫ୍ରେଶ ରହିବ । ଯାହା ପଢିଥିବେ ତାହା ମନେ ରୁହେ ।ମୁଦିତା ଆହୁରି କହିଛନ୍ତି କି ଜରୁରୀ ନୁହେଁ ଯେ ଲଗାତାର ୮ରୁ ୧୦ ଘଣ୍ଟା ପଢିବା । ଆପଣ ବ୍ରେକ୍ ମଧ୍ୟ ନେଇ ପାରିବେ । ୟୁପିଏସି ପାଇଁ ମୁଦିତା ଓ ଦିବ୍ୟା ଦୁହିଁଙ୍କର ଅପସନାଲ ସବଜେକ୍ଟ ହିନ୍ଦୀ ଥିଲା । ମୁଦିତା ୟୁପିଏସିରେ ୩୮୧ ରାଙ୍କରେ ଥିଲେ ।
ନୂଆଦିଲ୍ଲୀ: ୨୦୨୨ ମସିହାରେ ହରିୟାଣାର ଦିବ୍ୟା ତନୱର ଓ ରାଜସ୍ଥାନର ମୁଦିତା ଏକାଠି ୟୁପିଏସି କ୍ଲିଅର କରିଥିଲେ। ମୁଦିତା ଓ ଦିବ୍ୟା ଦୁହେଁ ଘନିଷ୍ଠ ବନ୍ଧୁ । ଉଭୟ ଦିଲ୍ଲୀରେ ଏକାଠି ରହି ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଦିବ୍ୟା ଏହା ପୂର୍ବରୁ ୟୁପିଏସି କ୍ଲିଅର କରି ସାରିଥିଲେ। ସେତେବେଳେ ସେ IPS ପାଇଁ ଚୟନ ହୋଇଥିଲେ।

ଟ୍ରେନିଂ ସମୟରେ ସେ ଆଉ ଏକ ଆଟେମ୍ପ୍ଟ କରିଥିଲେ। ତାହା ପୁଣି ଥରେ କ୍ଲିଅର କରିଥିଲେ। ବର୍ତ୍ତମାନ ସୋସିଆଲ ମିଡିଆ ସୂଚନା ଅନୁସାରେ ସେ ଏବେ ଆଇପିଏସ ପଦବୀରେ ଅଛନ୍ତି । ଏକ ସାକ୍ଷାତକାରରେ ମୁଦିଚା କହିଥିଲେ ପ୍ରସ୍ତୁତି ସମୟରେ ସଠିକ ଭାବରେ ଶୋଇବା ଉଚିତ୍। ସେ ସବୁବେଳେ ରାତିରେ ପାଠ ପଢନ୍ତି । ବେଳେବେଳେ ପାଠ ପଢିବା ସମୟରେ ଟିକେ ଟିକେ ଶୋଇପଡନ୍ତି। ସେହି ସମୟରେ ଦିବ୍ୟା କହିଥିଲେ ସଠିକ୍ ଭାବରେ ଶୋଇଲେ ଆପଣଙ୍କ ମାଇଣ୍ଡ ଫ୍ରେଶ ରହିବ । ଯାହା ପଢିଥିବେ ତାହା ମନେ ରୁହେ ।
ମୁଦିତା ଆହୁରି କହିଛନ୍ତି କି ଜରୁରୀ ନୁହେଁ ଯେ ଲଗାତାର ୮ରୁ ୧୦ ଘଣ୍ଟା ପଢିବା । ଆପଣ ବ୍ରେକ୍ ମଧ୍ୟ ନେଇ ପାରିବେ । ୟୁପିଏସି ପାଇଁ ମୁଦିତା ଓ ଦିବ୍ୟା ଦୁହିଁଙ୍କର ଅପସନାଲ ସବଜେକ୍ଟ ହିନ୍ଦୀ ଥିଲା । ମୁଦିତା ୟୁପିଏସିରେ ୩୮୧ ରାଙ୍କରେ ଥିଲେ ।