ବନ୍ୟାପାଣି ଉଜାଡି ଦେଲା ସୁନାର ଫସଲ, ମୁଣ୍ଡରେ ହାତ ଦେଇ କାନ୍ଦୁଛି ଚାଷୀ...
#ଉଜୁଡି_ଗଲା_ଫସଲ_କାନ୍ଦୁଛନ୍ତି_ଚାଷୀ ରେଙ୍ଗାଲି ଡ୍ୟାମର ଦୁଇଟି ଗେଟ୍ ଖୋଲାହେବା ପରେ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ଟଳମଳ। ତଳିଆ ଅଞ୍ଚଳର କ୍ଷତରେ ବନ୍ୟାଜଳ ପସି ଚାଷୀଙ୍କ ପନିପରିବା ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା
#ଉଜୁଡି_ଗଲା_ଫସଲ_କାନ୍ଦୁଛନ୍ତି_ଚାଷୀ
ରେଙ୍ଗାଲି ଡ୍ୟାମର ଦୁଇଟି ଗେଟ୍ ଖୋଲାହେବା ପରେ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ଟଳମଳ। ତଳିଆ ଅଞ୍ଚଳର କ୍ଷତରେ ବନ୍ୟାଜଳ ପସି ଚାଷୀଙ୍କ ପନିପରିବା ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା