ବବି ଓ ମାନସଙ୍କ ପକ୍ଷଛେଦନ
ବିଜେଡି ପାଇଁ ବିପର୍ଯ୍ୟୟର କାରଣ ସାଜିଥିବା ପ୍ରଣବପ୍ରକାଶ ଦାସ ଓ ମାନସ ମଙ୍ଗରାଜଙ୍କ ପକ୍ଷଛେଦନ କରାଯାଇଛି ।
ପ୍ରାର୍ଥୀ ଖୋଲୁଛନ୍ତି ବିଜେଡିର ବିପର୍ଯ୍ୟୟ ଗୁମର। ଅବିନାଶ କହିଲେ ପରାଜୟର ପାଞ୍ଚ କାରଣ। ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ପରେ ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିନାଶ ସାମଲ ସୁପ୍ରିମୋଙ୍କ ଆଗରେ କରିଛନ୍ତି ଅଭିଯୋଗ । ଦେଖନ୍ତୁ ପୂରା ରିପୋର୍ଟ।