ବବିଙ୍କୁ ଭେଟିବା ପରେ ମଦନ ଟେନସନରେ!

ଶୁକ୍ରବାର ସବୁ ସ୍ପଷ୍ଟ କହିଥିଲେ। ଶନିବାର କହିଲା ବେଳେ ଖାଲି ଥରିଲେ।

ବବିଙ୍କୁ ଭେଟିବା ପରେ ମଦନ ଟେନସନରେ!

ଦେଖନ୍ତୁ, ଶୁକ୍ରବାର ଦିନ ନିଜ ଦୁଃଖ ନେଇ ଗଣମାଧ୍ୟମ ଆଗରେ ବିନା ଭୟରେ ବାଇଟ୍ ଦେଇଥିବା ମଦନ ନାୟକ ଶନିବାର କେମିତି ପୂରା ଥରୁଛନ୍ତି। ଆଉ କହୁଛନ୍ତି ତାଙ୍କର ଭୁଲ ହୋଇଛି। ଏ ସବୁ କେବଳ ବବିଙ୍କୁ ଭେଟିବା ପରେ ସମ୍ଭବ ହୋଇଛି। ସେପଟେ ଗତକାଲି ରାତିରେ ବବିଙ୍କ ସାନଭାଇ ଲଲଙ୍କୁ ଗିରଫ କରିବା ପରେ ଆଜି ପୁଲିସ୍ ତାଙ୍କୁ କୋର୍ଟ ଚାଲାଣ କରିଛି। ଲଲ ଏବେ ଜେଲରେ ଅଛନ୍ତି।