ବରକୁ ଉଠାଇ ଆଣିଲା ପୋଲିସ

ପ୍ରେମିକା ସହ ନିର୍ବନ୍ଧ କରି ଆଉ ଜଣକୁ ବିବାହ କରୁଥିଲେ। ରିସପସନ ପାର୍ଟିରେ ପ୍ରେମିକା ପହଞ୍ଚି କଲେ ହଙ୍ଗାମା। ବରକୁ ଉଠାଇ ଆଣିଲା ପୋଲିସ। ଧଉଳି ଥାନା ଅନ୍ତର୍ଗତ ଏକ ମଣ୍ଡପରେ ଗତକାଲି ରାତିରେ ଚାଲିଥିଲା ବିବାହ ରିସେପସ। 

ବରକୁ ଉଠାଇ ଆଣିଲା ପୋଲିସ
Array