ବରଗଛରେ ଝୁଲିପଡ଼ିଲେ ଯୁବକ: ହତ୍ୟା ସନ୍ଦେହ
ଭବାନୀପାଟଣା,୧୩।୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧିନସ୍ଥ ବଜାରପଡ଼ା ବରଗଛରେ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ହତ୍ୟା ପରେ ଯୁବକଙ୍କୁ କେହି ଗଛରେ ଝୁଲେଇ ଦେଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ଶରୀରରେ ଅନେକ କ୍ଷତ ଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହେଲେ ନୂଆପଡା ଜିଲା କୁର୍ଲୁଭଟା ଗ୍ରାମର ଝଜ ସା (୩୫)ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି। The post ବରଗଛରେ ଝୁଲିପଡ଼ିଲେ ଯୁବକ: ହତ୍ୟା ସନ୍ଦେହ appeared first on Dharitri Odia News.
ଭବାନୀପାଟଣା,୧୩।୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧିନସ୍ଥ ବଜାରପଡ଼ା ବରଗଛରେ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ହତ୍ୟା ପରେ ଯୁବକଙ୍କୁ କେହି ଗଛରେ ଝୁଲେଇ ଦେଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ ଶରୀରରେ ଅନେକ କ୍ଷତ ଥିବା ଦେଖିବାକୁ ମିଳିଛି।
ମୃତ ଯୁବକ ଜଣକ ହେଲେ ନୂଆପଡା ଜିଲା କୁର୍ଲୁଭଟା ଗ୍ରାମର ଝଜ ସା (୩୫)ବୋଲି ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିଛି।
The post ବରଗଛରେ ଝୁଲିପଡ଼ିଲେ ଯୁବକ: ହତ୍ୟା ସନ୍ଦେହ appeared first on Dharitri Odia News.