ବରଗଡ଼ ଗାନ୍ଧି ଛକରେ ହାଇଡ୍ରାମା, ପୋଲିସ ଅଧିକାରୀଙ୍କୁ ଛେଚିଲେ ଦୁଇ କିନ୍ନର
ବରଗଡ଼ : ବରଗଡ଼ ସହର ଗାନ୍ଧି ଛକରେ ହାଇ ଡ୍ରାମା। ବିଚ ରାସ୍ତାରେ ପୋଲିସ ଅଧିକାରୀଙ୍କୁ ଛେଚିଲେ ଦୁଇ କିନ୍ନର । ଭାଇରାଲ ହେଲା ଭିଡିଓ। ବରଗଡ଼ ଗାନ୍ଧୀଛକ ଟ୍ରାଫିକ ସିଗନାଲରେ ପୋଲିସ ଓ କିନ୍ନର ମୁହାଁମୁହିଁ ହୋଇଛନ୍ତି । ମାଡ଼ପିଟରେ ଆହତ ଦୁଇ କିନ୍ନରରଙ୍କ ସମେତ ପୋଲିସ ଅଧିକାରୀଙ୍କୁ ବରଗଡ଼ ସହର ପୁରୁଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଏହି ଗଣ୍ଡୋଗୋଳ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମାଡ଼ପିଟର […] The post ବରଗଡ଼ ଗାନ୍ଧି ଛକରେ ହାଇଡ୍ରାମା, ପୋଲିସ ଅଧିକାରୀଙ୍କୁ ଛେଚିଲେ ଦୁଇ କିନ୍ନର appeared first on KNews Odisha.

ବରଗଡ଼ : ବରଗଡ଼ ସହର ଗାନ୍ଧି ଛକରେ ହାଇ ଡ୍ରାମା। ବିଚ ରାସ୍ତାରେ ପୋଲିସ ଅଧିକାରୀଙ୍କୁ ଛେଚିଲେ ଦୁଇ କିନ୍ନର । ଭାଇରାଲ ହେଲା ଭିଡିଓ। ବରଗଡ଼ ଗାନ୍ଧୀଛକ ଟ୍ରାଫିକ ସିଗନାଲରେ ପୋଲିସ ଓ କିନ୍ନର ମୁହାଁମୁହିଁ ହୋଇଛନ୍ତି । ମାଡ଼ପିଟରେ ଆହତ ଦୁଇ କିନ୍ନରରଙ୍କ ସମେତ ପୋଲିସ ଅଧିକାରୀଙ୍କୁ ବରଗଡ଼ ସହର ପୁରୁଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଏହି ଗଣ୍ଡୋଗୋଳ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମାଡ଼ପିଟର ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ଚିକିତ୍ସା ପରେ ଦୁଇ କିନ୍ନରଙ୍କୁ ଅଟକ ରଖିଛି ଟାଉନ ଥାନା ପୋଲିସ ।
The post ବରଗଡ଼ ଗାନ୍ଧି ଛକରେ ହାଇଡ୍ରାମା, ପୋଲିସ ଅଧିକାରୀଙ୍କୁ ଛେଚିଲେ ଦୁଇ କିନ୍ନର appeared first on KNews Odisha.