ବରଗଡ଼ରେ ଅଂଶୁଘାତ ନେଲା ଜୀବନ

ବରଗଡ଼,୩୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଅଂଶୁଘାତରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣକ ବରଗଡ଼ ହାଟପଦାର ସୁବଳ ବେହେରା (୩୧) ବୋଲି ଜିଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁବଳଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ଜଣାପଡିଥିବା ସୂଚନା ଦିଆଯାଇଛି। The post ବରଗଡ଼ରେ ଅଂଶୁଘାତ ନେଲା ଜୀବନ appeared first on Dharitri Odia News.

ବରଗଡ଼ରେ ଅଂଶୁଘାତ ନେଲା ଜୀବନ

ବରଗଡ଼,୩୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଅଂଶୁଘାତରେ ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ଜଣକ ବରଗଡ଼ ହାଟପଦାର ସୁବଳ ବେହେରା (୩୧) ବୋଲି ଜିଲା ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁବଳଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ଜଣାପଡିଥିବା ସୂଚନା ଦିଆଯାଇଛି।

The post ବରଗଡ଼ରେ ଅଂଶୁଘାତ ନେଲା ଜୀବନ appeared first on Dharitri Odia News.