ବରମୁଣ୍ଡା ନୂଆ ବସ୍‌ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ୱର,୩୦।୧: ବରମୁଣ୍ଡା ପୁରୁଣା ବସ୍‌ ଷ୍ଟାଣ୍ଡକୁ ଭଙ୍ଗାଯାଇ ନୂଆ ବସ୍‌ ଟର୍ମିନାଲ ଆରମ୍ଭ ହେଉଛି। ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସ ଟର୍ମିନାଲ ହେଲେ ଯାତ୍ରୀଙ୍କ ପାଇଁ ସୁବିଧା ହେବ ବୋଲି କୁହାଯାଉଛି। ତେବେ ଏହାର ନିର୍ମାଣ କାର୍ଯ୍ୟ କେତେଦୂର ଚାଲିଛି ଏହାର ସମୀକ୍ଷା କରିବା ପାଇଁ ମଙ୍ଗଳବାର ଭୋରରୁ ୫ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବରମୁଣ୍ଡା ବସ ଟର୍ମିନାଲରେ ପହଞ୍ଚିଥିଲେ । ସେ ସେଠାରେ ଯାତ୍ରୀଙ୍କ […] The post ବରମୁଣ୍ଡା ନୂଆ ବସ୍‌ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିଲେ ୫ଟି ଅଧ୍ୟକ୍ଷ appeared first on Dharitri Odia News.

ବରମୁଣ୍ଡା ନୂଆ ବସ୍‌ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ୱର,୩୦।୧: ବରମୁଣ୍ଡା ପୁରୁଣା ବସ୍‌ ଷ୍ଟାଣ୍ଡକୁ ଭଙ୍ଗାଯାଇ ନୂଆ ବସ୍‌ ଟର୍ମିନାଲ ଆରମ୍ଭ ହେଉଛି। ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସ ଟର୍ମିନାଲ ହେଲେ ଯାତ୍ରୀଙ୍କ ପାଇଁ ସୁବିଧା ହେବ ବୋଲି କୁହାଯାଉଛି। ତେବେ ଏହାର ନିର୍ମାଣ କାର୍ଯ୍ୟ କେତେଦୂର ଚାଲିଛି ଏହାର ସମୀକ୍ଷା କରିବା ପାଇଁ ମଙ୍ଗଳବାର ଭୋରରୁ ୫ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବରମୁଣ୍ଡା ବସ ଟର୍ମିନାଲରେ ପହଞ୍ଚିଥିଲେ ।
ସେ ସେଠାରେ ଯାତ୍ରୀଙ୍କ ବିଶ୍ରାମାଗାର, ବସ୍‌ ଷ୍ଟାଣ୍ଡ୍ର ସ୍ବଚ୍ଛତା, ବସ୍‌ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଏବଂ ହେବାକୁ ଥିବା ଆହାର କେନ୍ଦ୍ର, ଆଲୋକୀକରଣ ଆଦି କାମ ବିଷୟରେ ପଚାରି ବୁଝିଛନ୍ତି। ଫେବୃଆରୀ ସୁଦ୍ଧା ବସ ଟର୍ମିନାଲ କାମ ଶେଷ ହେବ ବୋଲି କୁହାଯାଉଛି । ବିମାନବନ୍ଦର ପରି ଟର୍ମିନାଲରେ ସୁବିଧା ରହିବ ।

The post ବରମୁଣ୍ଡା ନୂଆ ବସ୍‌ ଟର୍ମିନାଲ କାର୍ଯ୍ୟ ବୁଲି ଦେଖିଲେ ୫ଟି ଅଧ୍ୟକ୍ଷ appeared first on Dharitri Odia News.