ବରିଷ୍ଠ ଆଇପିଏସ ଲଳିତ ଦାସ ଏବଂ ସ୍ବପ୍ନା ତିୱାରୀ ଡିଜି ପାହ୍ବାକୁ ପଦୋନ୍ନତି
ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଛୋଟ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୨ ବ୍ୟାଚର ୨ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ବରିଷ୍ଠ ଆଇପିଏସ ଲଳିତ ଦାସ ଏବଂ ସ୍ବପ୍ନା ତିୱାରୀ ଡିଜି ପାହ୍ବାକୁ ଉନ୍ନୀତ ହୋଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ ତାଙ୍କ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦେଶ। ଅପରପକ୍ଷରେ ସ୍ବପ୍ନା ତିୱାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଲଳିତ ଦାସ ଏବେ ରାଜ୍ୟ ପୁଲିସ୍ର ସ୍ୱତନ୍ତ୍ର ଶାଖା […]

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଛୋଟ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୨ ବ୍ୟାଚର ୨ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ବରିଷ୍ଠ ଆଇପିଏସ ଲଳିତ ଦାସ ଏବଂ ସ୍ବପ୍ନା ତିୱାରୀ ଡିଜି ପାହ୍ବାକୁ ଉନ୍ନୀତ ହୋଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ ତାଙ୍କ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦେଶ। ଅପରପକ୍ଷରେ ସ୍ବପ୍ନା ତିୱାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।
ଲଳିତ ଦାସ ଏବେ ରାଜ୍ୟ ପୁଲିସ୍ର ସ୍ୱତନ୍ତ୍ର ଶାଖା ‘ମାନବାଧିକାର ସୁରକ୍ଷା ସେଲ୍’ ଦାୟିତ୍ୱରେ ଅଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ।