ବରିଷ୍ଠ କଳାକାର ସଂଘ ତରଫରୁ ସୋରଦା ବିଧାୟଜଙ୍କ ନୀଳମଣି ଙ୍କୁ ସମ୍ବର୍ଦ୍ଧନା

ବେଲଗୁଣ୍ଠା, 15/06, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘର ବେଲଗୁଣ୍ଠା ବ୍ଳକ୍ ଶାଖା ତରଫରୁ ସୋରଡା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ନୀଳମଣି ବିଷୋୟୀଙ୍କୁ ବିଜୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ମହାସଂଘ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଈଶ୍ଵର ଚନ୍ଦ୍ର ଗୌଡ଼, ରମେଶ ଗୌଡ, ରାଜେନ୍ଦ୍ର ଗୌଡ଼,ରଙ୍କ ଗୌଡ଼, ରାଜେନ୍ଦ୍ର ମହାପାତ୍ର,ପ୍ରଫୁଲ୍ଲ ବେହେରା, ଧୋବା ବିଶ୍ୱାଳ, ରୋହିତ ନାୟକ ପ୍ରମୁଖ ବିଧାୟକ ଶ୍ରୀ ବିଷୋୟୀଙ୍କୁ ସାକ୍ଷାତକରି ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଅନୁଷ୍ଠିତ […] The post ବରିଷ୍ଠ କଳାକାର ସଂଘ ତରଫରୁ ସୋରଦା ବିଧାୟଜଙ୍କ ନୀଳମଣି ଙ୍କୁ ସମ୍ବର୍ଦ୍ଧନା appeared first on Odisha.News.

ବରିଷ୍ଠ କଳାକାର ସଂଘ ତରଫରୁ ସୋରଦା ବିଧାୟଜଙ୍କ ନୀଳମଣି ଙ୍କୁ ସମ୍ବର୍ଦ୍ଧନା

ବେଲଗୁଣ୍ଠା, 15/06, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘର ବେଲଗୁଣ୍ଠା ବ୍ଳକ୍ ଶାଖା ତରଫରୁ ସୋରଡା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ନୀଳମଣି ବିଷୋୟୀଙ୍କୁ ବିଜୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ମହାସଂଘ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଈଶ୍ଵର ଚନ୍ଦ୍ର ଗୌଡ଼, ରମେଶ ଗୌଡ, ରାଜେନ୍ଦ୍ର ଗୌଡ଼,ରଙ୍କ ଗୌଡ଼, ରାଜେନ୍ଦ୍ର ମହାପାତ୍ର,ପ୍ରଫୁଲ୍ଲ ବେହେରା, ଧୋବା ବିଶ୍ୱାଳ, ରୋହିତ ନାୟକ ପ୍ରମୁଖ ବିଧାୟକ ଶ୍ରୀ ବିଷୋୟୀଙ୍କୁ ସାକ୍ଷାତକରି ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ବରିଷ୍ଠ କଳାକାର ମହାସଂଘର ବାର୍ଷିକ ଉତ୍ସବରେ ଅତିଥି ଭାବେ ଯୋଗ ଦେବାପାଇଁ ନିମନ୍ତ୍ରଣ ଜଣାଇଥିଲେ I ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ପ୍ରଦାନରେ ପାତର ଅନ୍ତର ହେଉଥିବା ନେଇ ସଂଘ ପକ୍ଷରୁ ସଂଘ ତରଫରୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା I କଳାକାର ସମାଜର ବତୀଘର, ତେଣୁ ନିଶ୍ଚିତ ରୂପେ କଳାକାର ମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରତିଶୃ୍ତି ପ୍ରଦାନ କରିଥିଲେ I

The post ବରିଷ୍ଠ କଳାକାର ସଂଘ ତରଫରୁ ସୋରଦା ବିଧାୟଜଙ୍କ ନୀଳମଣି ଙ୍କୁ ସମ୍ବର୍ଦ୍ଧନା appeared first on Odisha.News.