ବରିଷ୍ଠ ରାଜସ୍ୱ ସହାୟକ ଲମ୍ବୋଦର ବେହେରା ଚାକିରୀରୁ ବହିଷ୍କୃତ

ଅନୁଗୁଳ : ବରିଷ୍ଠ ରାଜସ୍ୱ ସହାୟକ ଲମ୍ବୋଦର ବେହେରା ଚାକିରୀରୁ ବହିଷ୍କୃତ । ଅନୁଗୁଳ ଜିଲ୍ଲାରେ ଅବସ୍ଥାପିତ ଥିଲେ ଲମ୍ବୋଦର । ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ସହିତ ଜେଲଦଣ୍ଡ ଭୋଗିଛନ୍ତି ଲମ୍ବୋଦର । ଗତ ଜୁଲାଇ ୨୫ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ ଅନଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ  । ଛେଣ୍ଡିପଦା ତହସିଲରେ ବରିଷ୍ଠ କିରାଣୀ ଥିବା ବେଳେ ଲାଞ୍ଚ ନେଇ ଧରା ପଡ଼ିଥିଲେ । ୨୦୧୨ ଏପ୍ରିଲ ୨୫ ରେ ହୋଇଥିଲା ଲାଞ୍ଚ […] The post ବରିଷ୍ଠ ରାଜସ୍ୱ ସହାୟକ ଲମ୍ବୋଦର ବେହେରା ଚାକିରୀରୁ ବହିଷ୍କୃତ appeared first on KNews Odisha.

ବରିଷ୍ଠ ରାଜସ୍ୱ ସହାୟକ ଲମ୍ବୋଦର ବେହେରା ଚାକିରୀରୁ ବହିଷ୍କୃତ
dismiss

ଅନୁଗୁଳ : ବରିଷ୍ଠ ରାଜସ୍ୱ ସହାୟକ ଲମ୍ବୋଦର ବେହେରା ଚାକିରୀରୁ ବହିଷ୍କୃତ । ଅନୁଗୁଳ ଜିଲ୍ଲାରେ ଅବସ୍ଥାପିତ ଥିଲେ ଲମ୍ବୋଦର । ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ସହିତ ଜେଲଦଣ୍ଡ ଭୋଗିଛନ୍ତି ଲମ୍ବୋଦର । ଗତ ଜୁଲାଇ ୨୫ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ ଅନଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ  । ଛେଣ୍ଡିପଦା ତହସିଲରେ ବରିଷ୍ଠ କିରାଣୀ ଥିବା ବେଳେ ଲାଞ୍ଚ ନେଇ ଧରା ପଡ଼ିଥିଲେ । ୨୦୧୨ ଏପ୍ରିଲ ୨୫ ରେ ହୋଇଥିଲା ଲାଞ୍ଚ କାରବାର ମାମଲା ।

The post ବରିଷ୍ଠ ରାଜସ୍ୱ ସହାୟକ ଲମ୍ବୋଦର ବେହେରା ଚାକିରୀରୁ ବହିଷ୍କୃତ appeared first on KNews Odisha.