ବର୍ଷକୁ ବର୍ଷ ବଢୁଛି ଗୋ-ଚାଲାଣ ମାମଲା, ୫ ବର୍ଷରେ ରୁଜୁ ହୋଇଛି ୧୭୮୩ ମାମଲା

ଭୁବନେଶ୍ବର ୧୧।୧୨: ପୂର୍ବ ସରକାରରେ ବଢିଛି ଗୋ-ଚାଲାଣ । ବର୍ଷକୁ ବର୍ଷ ବଢୁଛି ଗୋ-ଚାଲାଣ ମାମଲା । ୫ ବର୍ଷରେ ରୁଜୁ ହୋଇଛି ୧୭୮୩ ମାମଲା । ୨୦୧୯ରେ ୧୩୯, ୨୦୨୦ରେ ୨୬୭, ୨୦୨୧ରେ ୩୭୧, ୨୦୨୨ରେ ୩୮୬, ୨୦୨୩ରେ ବଢ଼ି ୬୨୩ରେ ମାମଲା ସଂଖ୍ୟା ପହଞ୍ଚିଛି । ଗୋ-ସୁରକ୍ଷା ପାଇଁ ମୋହନ ସରକାର ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ଗୃହରେ ଲିଖିତ ଭାବେ ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।You Can Read:  

ବର୍ଷକୁ ବର୍ଷ ବଢୁଛି ଗୋ-ଚାଲାଣ ମାମଲା, ୫ ବର୍ଷରେ ରୁଜୁ ହୋଇଛି ୧୭୮୩ ମାମଲା

ଭୁବନେଶ୍ବର ୧୧।୧୨: ପୂର୍ବ ସରକାରରେ ବଢିଛି ଗୋ-ଚାଲାଣ । ବର୍ଷକୁ ବର୍ଷ ବଢୁଛି ଗୋ-ଚାଲାଣ ମାମଲା । ୫ ବର୍ଷରେ ରୁଜୁ ହୋଇଛି ୧୭୮୩ ମାମଲା । 

୨୦୧୯ରେ ୧୩୯, ୨୦୨୦ରେ ୨୬୭, ୨୦୨୧ରେ ୩୭୧, ୨୦୨୨ରେ ୩୮୬, ୨୦୨୩ରେ ବଢ଼ି ୬୨୩ରେ ମାମଲା ସଂଖ୍ୟା ପହଞ୍ଚିଛି । ଗୋ-ସୁରକ୍ଷା ପାଇଁ ମୋହନ ସରକାର ଆନ୍ତଃମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ଗୃହରେ ଲିଖିତ ଭାବେ ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

You Can Read: