ବର୍ଷିକିଆ FASTag ପାସ୍
ଏଣିକି_ବର୍ଷିକିଆ_FASTag_ପାସ୍ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଏବେ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଘରୋଇ ଗାଡ଼ି ପାଇଁ ଆସିବ ବର୍ଷିକିଆ ଫାସ୍ଟ୍ୟାଗ୍ ପାସ୍। ମାତ୍ର ୩ ହଜାର ଟଙ୍କା ଦେଲେ ବର୍ଷକ ଭିତରେ ଯାଇପାରିବେ ୨୦୦ ଟ୍ରିପ୍। ଫଳରେ ୭୦ ପ୍ରତିଶତରୁ ଅଧିକ ଟୋଲ୍ ଫି\' ଖର୍ଚ୍ଚ କମିଯିବ ବୋଲି କହିଛନ୍ତି ଗଡ଼କରି। ଏବେ ଏହି ସ୍କିମ୍କୁ ସ୍ବାଗତ କରିଛନ୍ତି ଗାଡ଼ି ମାଲିକ।