ବଲାଙ୍ଗୀର ଜିଲା ବିଜେଡି ସଭାପତି ହେଲେ ସରୋଜ ମେହେର, କହିଲେ…

ବଲାଙ୍ଗୀର/ପାଟଣାଗଡ,୫।୫:(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ବିଜେଡି ଜିଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ସରୋଜଙ୍କ ଉପରେ ଆସ୍ଥା ପ୍ରକଟକରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି। ତେବେ ବିଜେଡି ଜିଲା ସଭାପତି ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅଛୁଟୁଛି । ଆଗାମୀ ଦିନରେ ଜିଲାରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଯିବ ବୋଲି କହିବା ସହ ତାଙ୍କ ଉପରେ […] The post ବଲାଙ୍ଗୀର ଜିଲା ବିଜେଡି ସଭାପତି ହେଲେ ସରୋଜ ମେହେର, କହିଲେ… appeared first on Dharitri Odia News.

ବଲାଙ୍ଗୀର ଜିଲା ବିଜେଡି ସଭାପତି ହେଲେ ସରୋଜ ମେହେର, କହିଲେ…

ବଲାଙ୍ଗୀର/ପାଟଣାଗଡ,୫।୫:(ସୁନିଲ ମହାନ୍ତି/ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡର ପୂର୍ବତନ ବିଧାୟକ ସରୋଜ କୁମାର ମେହେର ବିଜେଡି ଜିଲା ସଭାପତି ଭାବେ ମନୋନୀତ ହୋଇଛନ୍ତି। ସରୋଜଙ୍କ ଉପରେ ଆସ୍ଥା ପ୍ରକଟକରି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି।
ତେବେ ବିଜେଡି ଜିଲା ସଭାପତି ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅଛୁଟୁଛି । ଆଗାମୀ ଦିନରେ ଜିଲାରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଯିବ ବୋଲି କହିବା ସହ ତାଙ୍କ ଉପରେ ନବୀନ ବାବୁ ଭରସା କରିଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

The post ବଲାଙ୍ଗୀର ଜିଲା ବିଜେଡି ସଭାପତି ହେଲେ ସରୋଜ ମେହେର, କହିଲେ… appeared first on Dharitri Odia News.