ବଶ୍ୱଶାନ୍ତି ପାଇଁ ମହାଯଜ୍ଞ: ଚଳଚଞ୍ଚଳ ବାହାଡ଼ାପଦର

ଭଞ୍ଜନଗର,୧୮୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାହାଡ଼ାପଦରରେ ରବିବାରଠାରୁ ଶକ୍ତିସମ୍ବର୍ଦ୍ଧନ ୨୪ କୁଣ୍ଡିୟ ବଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଆରମ୍ଭ ହୋଇଛି। ଏଥିସହ ୨୪ ପ୍ରହର ନାମଯଜ୍ଞ ମଧ୍ୟ ଚାଲିଛି। ମଙ୍ଗଳବାର ସାଂରେ ୧୦୦୮ ଦୀପଦାନ କାର୍ଯ୍ୟକ୍ରମ ରହିଛି। ଏହି ମହାଯଜ୍ଞ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଗାୟତ୍ରୀ ପରିବାର ଏବଂ ବାହାଡ଼ାପଦର ଗ୍ରାମବାସୀ ସହଯୋଗ କରୁଛନ୍ତି। The post ବଶ୍ୱଶାନ୍ତି ପାଇଁ ମହାଯଜ୍ଞ: ଚଳଚଞ୍ଚଳ ବାହାଡ଼ାପଦର appeared first on Dharitri Odia News.

ବଶ୍ୱଶାନ୍ତି ପାଇଁ ମହାଯଜ୍ଞ: ଚଳଚଞ୍ଚଳ ବାହାଡ଼ାପଦର

ଭଞ୍ଜନଗର,୧୮୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାହାଡ଼ାପଦରରେ ରବିବାରଠାରୁ ଶକ୍ତିସମ୍ବର୍ଦ୍ଧନ ୨୪ କୁଣ୍ଡିୟ ବଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଆରମ୍ଭ ହୋଇଛି। ଏଥିସହ ୨୪ ପ୍ରହର ନାମଯଜ୍ଞ ମଧ୍ୟ ଚାଲିଛି। ମଙ୍ଗଳବାର ସାଂରେ ୧୦୦୮ ଦୀପଦାନ କାର୍ଯ୍ୟକ୍ରମ ରହିଛି। ଏହି ମହାଯଜ୍ଞ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଗାୟତ୍ରୀ ପରିବାର ଏବଂ ବାହାଡ଼ାପଦର ଗ୍ରାମବାସୀ ସହଯୋଗ କରୁଛନ୍ତି।

The post ବଶ୍ୱଶାନ୍ତି ପାଇଁ ମହାଯଜ୍ଞ: ଚଳଚଞ୍ଚଳ ବାହାଡ଼ାପଦର appeared first on Dharitri Odia News.