ବସିଲା ବିଜେଡିର ସଂସଦୀୟ ଦଳ ବୈଠକ, ରଣନୀତି ପ୍ରସ୍ତୁତ କରୁଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୯।୭: ବିଜେଡି ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଛି। ନବୀନ ନିବାସରେ ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ବୈଠକ ବସିଛି। ବୈଠକରେ ରାଜ୍ୟସଭା ଏମପିମାନେ ଉପସ୍ଥିତ ଅଛନ୍ତି । ଆସନ୍ତା ୨୨ରୁ ସଂସଦରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ା ଏହି ଅଧିବେଶନ ସମୟରେ ଦଳର ଆଭିମୁଖ୍ୟ କ’ଣ ରହିବ ଓ ରାଜ୍ୟର ସ୍ବାର୍ଥ ପାଇଁ କେଉଁ ପ୍ରଶ୍ନ ଉଠାଯିବ ଏନେଇ ରଣନୀତି ପ୍ରସ୍ତୁତ ହେବ। The post ବସିଲା ବିଜେଡିର ସଂସଦୀୟ ଦଳ ବୈଠକ, ରଣନୀତି ପ୍ରସ୍ତୁତ କରୁଛନ୍ତି ନବୀନ ପଟ୍ଟନାୟକ appeared first on Dharitri Odia News.

ବସିଲା ବିଜେଡିର ସଂସଦୀୟ ଦଳ ବୈଠକ, ରଣନୀତି ପ୍ରସ୍ତୁତ କରୁଛନ୍ତି ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୯।୭: ବିଜେଡି ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଛି। ନବୀନ ନିବାସରେ ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସଂଧ୍ୟାରେ ବୈଠକ ବସିଛି। ବୈଠକରେ ରାଜ୍ୟସଭା ଏମପିମାନେ ଉପସ୍ଥିତ ଅଛନ୍ତି । ଆସନ୍ତା ୨୨ରୁ ସଂସଦରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆରମ୍ଭ ହେବାକୁ ଥିବା ସଂସଦ ଅଧିବେଶନ ପାଇଁ ପ୍ରସ୍ତୁତ ହେବ ା ଏହି ଅଧିବେଶନ ସମୟରେ ଦଳର ଆଭିମୁଖ୍ୟ କ’ଣ ରହିବ ଓ ରାଜ୍ୟର ସ୍ବାର୍ଥ ପାଇଁ କେଉଁ ପ୍ରଶ୍ନ ଉଠାଯିବ ଏନେଇ ରଣନୀତି ପ୍ରସ୍ତୁତ ହେବ।

The post ବସିଲା ବିଜେଡିର ସଂସଦୀୟ ଦଳ ବୈଠକ, ରଣନୀତି ପ୍ରସ୍ତୁତ କରୁଛନ୍ତି ନବୀନ ପଟ୍ଟନାୟକ appeared first on Dharitri Odia News.