ବସ୍‌ଷ୍ଟାଣ୍ଡରେ ଜଳିଗଲା ୪ ବସ୍, ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ

ମୁନିଗୁଡା ୧।୬: ବସ୍‌ଷ୍ଟାଣ୍ଡରେ ଲାଗିଲା ନିଆଁ । ନିଆଁ ଲାଗି ଜଳିଗଲା ୪ଟି ବସ୍ । ରାୟଗଡା ଜିଲ୍ଲା ବିଷମକଟକ ବସ୍‌ଷ୍ଟାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ବିଷମକଟକ ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ନିଆଁ ଲାଗି ଜଳିଗଲା ୪ଟି ବସ୍ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ବସ୍‌ରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି ।You Can Read :ପ୍ରିଜାଇଡିଂ ଅଫିସର ନିଲମ୍ବିତ, ନିର୍ବାଚନ କାର୍ଯ୍ଯରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ 

ବସ୍‌ଷ୍ଟାଣ୍ଡରେ ଜଳିଗଲା ୪ ବସ୍, ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ

ମୁନିଗୁଡା ୧।୬: ବସ୍‌ଷ୍ଟାଣ୍ଡରେ ଲାଗିଲା ନିଆଁ । ନିଆଁ ଲାଗି ଜଳିଗଲା ୪ଟି ବସ୍ । ରାୟଗଡା ଜିଲ୍ଲା ବିଷମକଟକ ବସ୍‌ଷ୍ଟାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା । 

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ବିଷମକଟକ ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ନିଆଁ ଲାଗି ଜଳିଗଲା ୪ଟି ବସ୍ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ବସ୍‌ରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି ।

You Can Read :

ପ୍ରିଜାଇଡିଂ ଅଫିସର ନିଲମ୍ବିତ, ନିର୍ବାଚନ କାର୍ଯ୍ଯରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ