ବହି ଗୋଦାମରେ ବିସ୍ପୋରଣ, ୩ ଗୁରୁତର
ଜଗତସିଂପୁର : ବହି ଗୋଦାମରେ ବିସ୍ଫୋରଣରେ ତିନି ଗୁରୁତର ହୋଇଛନ୍ତି । ଜଗତସିଂହପୁର-ବାଲିକୁଦା ଥାନା ଜନତା କୋଠି ନିକଟରେ ଥିବା ଏକ ବହି ଗୋଦାମରେ ବିସ୍ପୋରଣ ହୋଇଛି । ବିସ୍ପୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ବହି । ଗତକାଲି ବିଳମ୍ବିତ ରାତିରେ ଏହି ବୋସ୍ପୋରଣ ହୋଇଛି । ଗୁରୁତର ମାନଙ୍କୁ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। […] The post ବହି ଗୋଦାମରେ ବିସ୍ପୋରଣ, ୩ ଗୁରୁତର appeared first on KNews Odisha.

ଜଗତସିଂପୁର : ବହି ଗୋଦାମରେ ବିସ୍ଫୋରଣରେ ତିନି ଗୁରୁତର ହୋଇଛନ୍ତି । ଜଗତସିଂହପୁର-ବାଲିକୁଦା ଥାନା ଜନତା କୋଠି ନିକଟରେ ଥିବା ଏକ ବହି ଗୋଦାମରେ ବିସ୍ପୋରଣ ହୋଇଛି । ବିସ୍ପୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟି ଜଳିଗଲା ଲକ୍ଷାଧିକ ଟଙ୍କାର ବହି । ଗତକାଲି ବିଳମ୍ବିତ ରାତିରେ ଏହି ବୋସ୍ପୋରଣ ହୋଇଛି । ଗୁରୁତର ମାନଙ୍କୁ ଜଗତସିଂହପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ବିସ୍ପୋରଣର କାରଣ ଅସ୍ପଷ୍ଟ ରହିଛି ।
ଆହୁରି ପଢ଼ନ୍ତୁ : ଦୀର୍ଘ ୧୪ ଘଣ୍ଟା ପରେ ଅପହୃତ ବ୍ୟବସାୟୀ ଉଦ୍ଧାର, ଦୁର୍ବୃତ୍ତ କାରରେ ଆସି ତାଙ୍କୁ ଅପହରଣ କରି ନେଇଥିଲେ
The post ବହି ଗୋଦାମରେ ବିସ୍ପୋରଣ, ୩ ଗୁରୁତର appeared first on KNews Odisha.