ବାଂଲାଦେଶକୁ ନେଇ ଚିନ୍ତା ପ୍ରକଟ କଲେ ଜନି ମୋର୍‌, କହିଲେ ଦେଶର ଅସ୍ତିତ୍ୱ ପାଇଁ…

ଓ୍ବାଶିଂଟନ,୨୯ା୧୧: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ବଢୁଥିବା ବିପଦକୁ ନେଇ ଆମେରିକାର ପୂର୍ବତନ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ (USCIRF) ସଦସ୍ୟ ଜନି ମୋର୍‌ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। କେବଳ ପ୍ରଭାବିତ ସମ୍ପ୍ରଦାୟ ପାଇଁ ନୁହେଁ ବରଂ ଦେଶର ଅସ୍ତିତ୍ୱ ପାଇଁ ମଧ୍ୟ ଏହା ଏକ ଗମ୍ଭୀର ସଙ୍କଟ ବୋଲି ସେ କହିଛନ୍ତି। ଜନି ମୋର୍‌ ବାଇଡେନ ପ୍ରଶାସନକୁ ସମାଲୋଚନା କରି କହିଛନ୍ତି ଯେ, ଏହା ବାଂଲାଦେଶର ସ୍ଥିତିକୁ ଗୁରୁତର ସହ ନେଉନାହିଁ। ସେ ଏକ […] The post ବାଂଲାଦେଶକୁ ନେଇ ଚିନ୍ତା ପ୍ରକଟ କଲେ ଜନି ମୋର୍‌, କହିଲେ ଦେଶର ଅସ୍ତିତ୍ୱ ପାଇଁ… appeared first on Dharitri Odia News.

ବାଂଲାଦେଶକୁ ନେଇ ଚିନ୍ତା ପ୍ରକଟ କଲେ ଜନି ମୋର୍‌, କହିଲେ ଦେଶର ଅସ୍ତିତ୍ୱ ପାଇଁ…

ଓ୍ବାଶିଂଟନ,୨୯ା୧୧: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ବଢୁଥିବା ବିପଦକୁ ନେଇ ଆମେରିକାର ପୂର୍ବତନ ଅନ୍ତରାଷ୍ଟ୍ରୀୟ ଧାର୍ମିକ ସ୍ବତନ୍ତ୍ରତା ଆୟୋଗ (USCIRF) ସଦସ୍ୟ ଜନି ମୋର୍‌ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। କେବଳ ପ୍ରଭାବିତ ସମ୍ପ୍ରଦାୟ ପାଇଁ ନୁହେଁ ବରଂ ଦେଶର ଅସ୍ତିତ୍ୱ ପାଇଁ ମଧ୍ୟ ଏହା ଏକ ଗମ୍ଭୀର ସଙ୍କଟ ବୋଲି ସେ କହିଛନ୍ତି।

ଜନି ମୋର୍‌ ବାଇଡେନ ପ୍ରଶାସନକୁ ସମାଲୋଚନା କରି କହିଛନ୍ତି ଯେ, ଏହା ବାଂଲାଦେଶର ସ୍ଥିତିକୁ ଗୁରୁତର ସହ ନେଉନାହିଁ। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ବର୍ତ୍ତମାନର ପ୍ରଶାସନ ବାଂଲାଦେଶ ପ୍ରତି କାହିଁକି ଧ୍ୟାନ ଦେଉନାହିଁ। ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ନୀତିର ପ୍ରାଥମିକତାକୁ ଅଣଦେଖା କରି ସାରା ବିଶ୍ୱରେ ୫୦ରୁ ଅଧିକ ବିବାଦ ସୃଷ୍ଟି ହୋଇଛି ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ଭଳି।

The post ବାଂଲାଦେଶକୁ ନେଇ ଚିନ୍ତା ପ୍ରକଟ କଲେ ଜନି ମୋର୍‌, କହିଲେ ଦେଶର ଅସ୍ତିତ୍ୱ ପାଇଁ… appeared first on Dharitri Odia News.