ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହ, ପାରାଦୀପରେ ୧୨ ଜଣ ଅଟକ

ପାରାଦୀପ ୧୫।୮: କଲିକତାରୁ ଆସିଥିବା ୧୧ ବଙ୍ଗଭାଷୀ ଶ୍ରମିକଙ୍କୁ ଯାଞ୍ଚ କରୁଛି ପାରାଦୀପ ପୋଲିସ । ସମ୍ପ୍ରତି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଚାଲିଥିବା ଅକଥନୀୟ ଅତ୍ୟାଚାରରେ ସାରା ଭାରତରେ ଅସନ୍ତୋଷର ନିଆଁ ଜଳୁଛି । ବାଂଲାଦେଶର ଲୋକ ମାନେ କାଳେ ଅନୁପ୍ରବେଶ କରିବେ ଏ ନେଇ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ କଡା ପ୍ରହରା ମଧ୍ଯ ଦିଆଯାଇଛି । ଗୁରୁବାର ୧୧ ଜଣ ବଙ୍ଗଭାଷୀ ଶ୍ରମିକ ପାରାଦୀପକୁ ସୁଦୂର କଲିକତାରୁ ଆସିଥିବା ବେଳେ ପୋଲିସ ସେମାନଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲା । ସେମାନଙ୍କୁ ଥାନାକୁ ଆଣିବା ସହ ଯାଞ୍ଚ କରିଛି ପାରାଦୀପ ପୋଲିସ । ସେମାନେ ସମସ୍ତେ କଲିକତା ସୁନ୍ଦରବନର ହୋଇଥିବା ବେଳେ ତାଙ୍କୁ ଆଣିଥିବା ଲୋକ ହେଲେ କେନ୍ଦ୍ରାପଡା ଜିଲ୍ଲା ବତୀଘର ପଞ୍ଚାୟତ କଜଳପାତିଆ ଗ୍ରାମର କୃଷ୍ଣପଦ ମଣ୍ଡଳ ବୋଲି ଜଣାପଡିଛି ।You Can Read:ବିନିକାରେ ପରେଡ୍ ଅଭିବାଦନ ଗ୍ରହଣ କରି ଉଦ୍‌ବୋଧନ ଦେଲେ ବୀରମହାରାଜପୁର ବିଧାୟକ

ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହ, ପାରାଦୀପରେ ୧୨ ଜଣ ଅଟକ

ପାରାଦୀପ ୧୫: କଲିକତାରୁ ଆସିଥିବା ୧୧ ବଙ୍ଗଭାଷୀ ଶ୍ରମିକଙ୍କୁ ଯାଞ୍ଚ କରୁଛି ପାରାଦୀପ ପୋଲିସ । ସମ୍ପ୍ରତି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଚାଲିଥିବା ଅକଥନୀୟ ଅତ୍ୟାଚାରରେ ସାରା ଭାରତରେ ଅସନ୍ତୋଷର ନିଆଁ ଜଳୁଛି । ବାଂଲାଦେଶର ଲୋକ ମାନେ କାଳେ ଅନୁପ୍ରବେଶ କରିବେ ଏ ନେଇ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ଥଳପଥରେ କଡା ପ୍ରହରା ମଧ୍ଯ ଦିଆଯାଇଛି । ଗୁରୁବାର ୧୧ ଜଣ ବଙ୍ଗଭାଷୀ ଶ୍ରମିକ ପାରାଦୀପକୁ ସୁଦୂର କଲିକତାରୁ ଆସିଥିବା ବେଳେ ପୋଲିସ ସେମାନଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲା । ସେମାନଙ୍କୁ ଥାନାକୁ ଆଣିବା ସହ ଯାଞ୍ଚ କରିଛି ପାରାଦୀପ ପୋଲିସ । ସେମାନେ ସମସ୍ତେ କଲିକତା ସୁନ୍ଦରବନର ହୋଇଥିବା ବେଳେ ତାଙ୍କୁ ଆଣିଥିବା ଲୋକ ହେଲେ କେନ୍ଦ୍ରାପଡା ଜିଲ୍ଲା ବତୀଘର ପଞ୍ଚାୟତ କଜଳପାତିଆ ଗ୍ରାମର କୃଷ୍ଣପଦ ମଣ୍ଡଳ ବୋଲି ଜଣାପଡିଛି ।

You Can Read:

ବିନିକାରେ ପରେଡ୍ ଅଭିବାଦନ ଗ୍ରହଣ କରି ଉଦ୍‌ବୋଧନ ଦେଲେ ବୀରମହାରାଜପୁର ବିଧାୟକ