ବାଃ ବାଃ ସୁମି, ସରପଞ୍ଚ ହେବ ତ ଏମିତି

ମୟୂରଭଞ୍ଜ ଜିଲ୍ଳା ଗୋପବନ୍ଧୁନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତର ସରପଞ୍ଚ ସୁମି ହାଁସଦା । ଅନାଥ, ଅସହାୟଙ୍କ ମୁହଁରେ ଦାନା ଯୋଗାଇବା ପାଇଁ ନିଜ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରିଛନ୍ତି ‘ମୁଠାଏ ଚାଉଳ’ ମିଶନ ।

ବାଃ ବାଃ ସୁମି, ସରପଞ୍ଚ ହେବ ତ ଏମିତି
Array