ବାଇକରେ ଗାଡ଼ି ଅଟକେଇବାରୁ ଚୋର କଲେ ଫାୟରିଂ ! Armed robbers loot jewellery shop at Panikoili, jajpur.

ବାଇକରେ ଗାଡ଼ି ଅଟକେଇବାରୁ ଚୋର କଲେ ଫାୟରିଂ ! ଯାଜପୁର ପାଣିକୋଇଲିରେ ୨ ଜଣଙ୍କୁ ଫାୟାରିଂ କରି ଲୁଟ୍ ଉଦ୍ୟମ.ପଣ୍ଡା ଅଳଙ୍କାର ନାମକ ସୁନା ଦୋକାନର ୨ କର୍ମଚାରୀ ସୁନିଲ ରାୟ ଓ ଅନ୍ୟ ଜଣେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ହୋଇଛି ଆକ୍ରମଣ। ଲ