ବାଇକରେ ଯାଉଥିଲେ ; କାର୍ ଧକ୍କାରେ ଦମ୍ପତ୍ତିଙ୍କ ମୃତ୍ୟୁ
ଖଲ୍ଲିକୋଟ : କାର୍ ଧକ୍କାରେ ବାଇକ୍ ଆରୋହୀ ଦମ୍ପତ୍ତିଙ୍କ ସୋମବାର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ୧୬ ଜାତୀୟ ରାଜପଥ ନାରାୟଣୀ ଛକରେ ବାଇକ୍ଟିକୁ କାର୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖଲ୍ଲିକୋଟ ଥାନାରେ କାର ଚାଳକ ଅଟକ ରହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।