ବାଇକ୍ ଓ କଣ୍ଟେନର ମୁହାଁମୁହିଁ ଧକ୍କା, ଦୁଇ ଆରୋହୀଙ୍କ ମୃତ୍ୟୁ
ସମ୍ବଲପୁର ୨୯।୪: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଓ କଣ୍ଟେନର ମଧ୍ଯରେ ମୁହାଁମୁହିଁ ଧକ୍କା । ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ସୂଚନାଯୋଗ୍ୟ ଯେ, ସମ୍ବଲପୁର ସଦର ଥାନା କେନଘାଟି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଓ କଣ୍ଟେନର ମଧ୍ଯରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ଯୁ ହୋଇଛି । ତେବେ ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । କଣ୍ଟେନରକୁ ସଦର ପୋଲିସ ଜବତ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।You Can Read :ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ମଧୁମେହ ପରୀକ୍ଷଣ ଓ ଚିକିତ୍ସା ଶିବିର
ସମ୍ବଲପୁର ୨୯।୪: ସମ୍ବଲପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଓ କଣ୍ଟେନର ମଧ୍ଯରେ ମୁହାଁମୁହିଁ ଧକ୍କା । ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ।
ସୂଚନାଯୋଗ୍ୟ ଯେ, ସମ୍ବଲପୁର ସଦର ଥାନା କେନଘାଟି ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଓ କଣ୍ଟେନର ମଧ୍ଯରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ଯୁ ହୋଇଛି । ତେବେ ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । କଣ୍ଟେନରକୁ ସଦର ପୋଲିସ ଜବତ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
You Can Read :