ବାଇକ୍‌ ଚଳାଇ ଯାଉଥିବାବେଳେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ଯାଜପୁର,୯।୩: ଯାଜପୁର ଜିଲା ପୁରୁଣା ଟୋଲ୍‌ଗେଟ୍‌ ନିକଟ ଜାତୀୟ ରାଜପଥରେ ରବିବାର ଏକ ଅଘଟଣ ଘଟିଛି। ଜଣେ ଯୁବକ ଯାଉଥିବା ବେଳେ ହଠାତ୍‌ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ବାଇକ୍‌ ସହ ଚାଳକ ପୋଡ଼ି ହୋଇଯାଇଥିଲେ। ନିଆଁ ଲାଗି ବାଇକ୍‌ ଆରୋହୀଙ୍କ ଶରୀରର ୬୦ରୁ ୭୦% ଜଳି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମଳିଛି। ଖବର ପାଇ ଦମକଳ […] The post ବାଇକ୍‌ ଚଳାଇ ଯାଉଥିବାବେଳେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ… appeared first on Dharitri Odia News.

ବାଇକ୍‌ ଚଳାଇ ଯାଉଥିବାବେଳେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ଯାଜପୁର,୯।୩: ଯାଜପୁର ଜିଲା ପୁରୁଣା ଟୋଲ୍‌ଗେଟ୍‌ ନିକଟ ଜାତୀୟ ରାଜପଥରେ ରବିବାର ଏକ ଅଘଟଣ ଘଟିଛି। ଜଣେ ଯୁବକ ଯାଉଥିବା ବେଳେ ହଠାତ୍‌ ବାଇକ୍‌ରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗି ବାଇକ୍‌ ସହ ଚାଳକ ପୋଡ଼ି ହୋଇଯାଇଥିଲେ।

ନିଆଁ ଲାଗି ବାଇକ୍‌ ଆରୋହୀଙ୍କ ଶରୀରର ୬୦ରୁ ୭୦% ଜଳି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମଳିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

The post ବାଇକ୍‌ ଚଳାଇ ଯାଉଥିବାବେଳେ ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ… appeared first on Dharitri Odia News.