ବାକି ୩ ସିଟରେ ପ୍ରାର୍ଥୀ ତାଲିକା ସହ ବିଜେଡିର ଯୋଦ୍ଧା ଘୋଷଣା ଶେଷ

ବଳକା ୩ ଆସନ ଲାଗି ପ୍ରାର୍ଥୀ ଘୋଷଣା ସହ ସମସ୍ତ ୧୪୭ ସିଟରେ ବିଜେଡିର ପ୍ରାର୍ଥୀ ଘୋଷଣା ସରିଛି। ୩୫ ମହିଳାଙ୍କ ସହ ରଣାଙ୍ଗନରେ ଲଢେଇ ପାଇଁ ପ୍ରସ୍ତୁତ ଯୋଦ୍ଧା। ହେଲେ ଦଳ ଏଥର ଟିକେଟ ବଣ୍ଟନରେ ଅନେକ କିଛି ନୂଆ ପ୍ରୟୋଗ ବି କରିଛି। ୫୩ ନୂଆ ମୁହଁ ସହିତ ଆମଦାନୀ ନେତାଙ୍କୁ ମଳିଛି ଅଧିକ ସୁଯୋଗ। ସେପଟେ ଅଭିଜ୍ଞଙ୍କ ଟିକେଟ ବି କଟିଛି। ଯେଉଁଥିପାଇଁ ଦଳ ଭିତରେ ବଢ଼ିଛି ଅସନ୍ତୋଷ।