ବାଚସ୍ପତି କଲେ ନିଲମ୍ବନ, ୨୭ରେ କଂଗ୍ରେସ କରିବ ବିପ୍ଲବ

ଓଡ଼ିଶାରେ ମୁଣ୍ଡ ଟେକିବ କଂଗ୍ରେସ । ଆସନ୍ତା ୨୭ ହେବ ବିପ୍ଲବ । ବିଜେପିକୁ ଭକ୍ତ କଲେ ପ୍ରଶ୍ନ । ବିଜେଡିକୁ ଜବାବ ମାଗିଲା କଂଗ୍ରେସ । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ ।

ବାଚସ୍ପତି କଲେ ନିଲମ୍ବନ, ୨୭ରେ କଂଗ୍ରେସ କରିବ ବିପ୍ଲବ
Array